ଯେନାପୁର /(ସନ୍ଧାନ ନ୍ୟୁଜ )ଧର୍ମଶାଳା ବ୍ଲକ୍ ବଳରାମପୁର ସ୍ଥିତ ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବଦ୍ୟାଳୟରେ ବାଳିକା ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କବିତା ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଶିବିର ଉଦଘାଟିତ ହୋଇଯାଇଛି। ସମ୍ମାନୀୟ ଅତିଥି ରୂପେ ସମାଜ ବିଜ୍ଞାନର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସ୍ୱାଇଁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଡକ୍ଟର ଜ୍ୟୋତିର୍ମୟୀ ବାଶ ଅତିଥି ପରିଚୟ ଦେଇଥିଲେ। ଉତ୍ସଵ ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ୮ ଦିନ ଧରି ଚାଲିବାକୁ ଥିବା ଏହି ଶିବିରକୁ ପ୍ରଶିକ୍ଷିକା କୁସୁମଞ୍ଜଳି ବରାଳ ଛାତ୍ରୀଙ୍କୁ ତାଲିମ ଦେବେ ବୋଲି କଲେଜ ପକ୍ଷରୁ ସୂଚନା
ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ”
|
February 5, 2026 |



