ଆସନ୍ତା କାଲି ଓଡିଶା ବନ୍ଦ ଡାକରା

Spread the love

ସୁନ୍ଦରଗଡ ୨୭.୦୧.୨୬ ରାଜୁ ପଟେଲ ସନ୍ଧାନ ସନ୍ଧାନ ନ୍ୟୁଜ :-ଆସନ୍ତା କାଲି ପ୍ରଦୂଷଣ, ଧାନମଣ୍ଡି ଅବ୍ୟବସ୍ଥା ଏବଂ ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ୨୧ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବଛାତ୍ର ସଂଗଠନା ଏହିଆନ୍ଦୋଳନକୁ ସିପିଆଇ(ଏମ୍) ପୂର୍ଣ୍ଣ ସମର୍ଥନ ଜଣାଇଥୁବାରୁ ସାରା ରାଜ୍ୟରେ ଯାନବାହନ ଚଳାଚଳ ଏବଂ ଦୋକାନ ବଜାର ପ୍ରଭାବିତ ହେବା ଆଶଙ୍କା ରହିଛି। ସେହିଦିନ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସବୁ ବନ୍ଦ ରଖିବାକୁ ନିବେଦନ କରାଯାଇଛି।ଏହି ବନ୍ଦକୁ ସଫଳ କରିବା ପାଇଁ ଭୁବନେଶ୍ବରରେ ଏକ ବିଶାଳ କାର୍ ଶୋଭାଯାତ୍ରା ମାଧ୍ୟମରେ ସଂଗୁଠନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି। ଏଭଳି ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରାକୁ ଜନସାଧାରଣଙ୍କ ସମର୍ଥନ କିପରି ରହିବ ତାହା ଦେଖିବାକୁ ବାକି ରହିଛି ।

Related Posts

About The Author

Add Comment