ସାମ୍ବାଦିକ ମାନଙ୍କୁ ସୁରକ୍ଷା ଏବଂ ସେମାନଙ୍କୁ ରାଜ୍ୟସରକାର ପେନସନ ଦେବା ଦାବି

Spread the love

ଯାଜପୁର ସଦର, ୦୮ା୦୨: ଯାଜପୁର ଜିଲ୍ଲାରେ କାର୍ଯ୍ୟରତଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସୁରକ୍ଷା କରାଯିବା ସହିତ ସାମ୍ବାଦିକ ମାନଙ୍କୁ ଅନ୍ୟ ରାଜ୍ୟରେ ପେନସନ ଦିଆଯାଉଥିବା ବେଳେ, ଓଡ଼ିଶାରେ ସାମ୍ବାଦିକ ମାନଙ୍କ ପାଇଁ ପେନସନ କରାଯାଉନଥିବାରୁ ଯାଜପୁର ସାମ୍ବାଦିକ ୟୁନିୟନ ଓୟୁଜେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଷ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କୁ ସାମ୍ବାଦିକ ପେନସନ ସରୁକ୍ଷା ପାଇଁ ଦାବି ପୁରଣ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ସଚେତନ କରାଯାଇଥିଲେ ମଧ୍ୟ ଏଦିଗରେ ସାମ୍ବାଦିକ ମାନଙ୍କ ପେନସନ ଲାଗି ରାଜ୍ୟ ସଭାପତି ଓୟୁଜେର ପ୍ରଶନ୍ନ କୁମାର ମହାନ୍ତି ସାମ୍ବାଦିକ ସରୁକ୍ଷା ଆଇନି ପ୍ରଣୟନ କରାଯିବା ଲାଗି ବାରମ୍ବାର ସରକାରଙ୍କ ଦୃଷ୍ଟି ଗୋଚର ଶ୍ରୀ ମହାନ୍ତି କରୁଥିଲେ ମଧ୍ୟ ଓୟୁଜେର ଜିଲ୍ଲା ସଭାପତି ଆଦିତ୍ୟ ମେକାବଙ୍କ ତତ୍ୱାବଧାନରେ ସାଧାରଣ ସମ୍ପାଦକ ପ୍ରବୋଧ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ବିରଜା ପାଣି, ଦେବପ୍ରସାଦ ସାହୁ, ପୂର୍ଣ୍ଣଚନ୍ଦ୍ର ଶତପଥି, ନିରଞ୍ଜନ ପଣ୍ଡା, ମହେଶ୍ୱର ସାହୁ, ଶିଶିର ରଂଜନ ମାନଧାତା, ଅଜୟ ରଣା, ଦିଲିପ ଦାସ, ଆଦିତ୍ୟ ମହାନ୍ତି, ବିଭୁତିଭୁଷଣ ଖଣ୍ଡେଇ, ରାଜିବ କୁମାର ମହାନ୍ତି, ବିଶ୍ୱଭୂଷଣ ଜେନା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଷ୍ୟରେ ଦାବିପତ୍ର ପ୍ରଦାନ କରାଯିବା ପାଇଁ ଏକ ପ୍ରସ୍ତିତି ବୈଠକ ଅନୁଷ୍ଟିତ କରାଯାଇଥିଲା । ଏହି ବୈଠକରେ ୟୁନିୟନର ସରସ ସୁନ୍ଦର କରାଯିବା ପାଇଁ ଏସମ୍ପର୍କରେ ଆଲୋଚନା କରାଯାଇଥିଲା ।

Related Posts

About The Author

Add Comment