ସୁଦର୍ଶନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫେଇ କାର୍ଯ୍ୟକ୍ରମ

Spread the love
କଟକ,(ସନ୍ଧାନ ନ୍ୟୁଜ୍) : କଟକ ଜିଲ୍ଲା ୪୨ମୌଜା ସୁଦର୍ଶନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ନୂଆ ସଫେଇ “ନୁଆ – ଓ” କାର୍ଯ୍ୟକ୍ରମ ଆନୁକୁଲ୍ୟରେ “ସାମାଜିକ କାର୍ଯ୍ୟ ଓ କ୍ରିୟାକଳାପ”  ମାଧ୍ୟମରେ ସାରସ୍ଵତ ସାଧକ ପ୍ରଧ୍ୟାପକ ଡକ୍ଟର ସେକ୍ କଲିମୁଲ୍ଲାଙ୍କ ଆତିଥ୍ୟରେ ନୋଡାଲ ଅଫିସର୍ ଶୁଭେନ୍ଦୁ ନାରାୟଣ ପାତ୍ରଙ୍କ ତତ୍ଵାବଧାନରେ ଆବାହକ ବିଚିତ୍ରାନନ୍ଦ  ପତିଙ୍କ ସଞ୍ଚାଳନାରେ  ଅଧ୍ୟାପକ ତନ୍ମୟ ଦାଶ,ଅଧ୍ୟାପିକା ଲିଲି ଦାଶ, ସୂର୍ଯ୍ୟକାନ୍ତ ନନ୍ଦ,ସଞ୍ଜୀବ ସେନାପତି, ଏବଂ କିଶୋର କୁମାର ସ୍ବାଇଁଙ୍କ ସହଯୋଗରେ ଷାଠିଏ ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହଯୋଗରେ କଟକର ବାଲିଯାତ୍ରା ପଡ଼ିଆରେ ସଫେଇ କାର୍ଯ୍ୟ କରଯାଇଛି । ଏହିଭଳି ସାମାଜିକ କାର୍ଯ୍ୟ ପାଇଁ ଅଧ୍ୟକ୍ଷ ଦୁଷ୍ମନ୍ତ ମହାପାତ୍ର ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।

Related Posts

About The Author

Add Comment