ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବନ୍ଧୁ ମିଳିନ ଉତ୍ସବ ଆଲୋଚନା ଚକ୍ର ଅନୁଷ୍ଟିତ

Spread the love

ଯାଜପୁର ସଦର,ସନ୍ଧାନ ନ୍ୟୁଜ, ୧୫ା୧୦: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବ୍ରହ୍ମବରଦା ପଂଚାୟତ ନିକଟସ୍ଥ ଏକ ପଡ଼ିଆ ପରିଶରରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସମସ୍ୟାକୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ ହୋଇଥିବା ବେଳେ, ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଥିବା ବେଳେ, ଆଲୋଚନା ଚକ୍ର ଅନୁଷ୍ଟିତ କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଜାବିର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିବା ବେଳ, ଚଳଚିତ୍ର ଜଗତର ଲୋକପ୍ରିୟ ଅଭିନେତା ରାଜ୍ୟ ସଭା ସାଂସଦ ମଜ୍ଜବୁଲ୍ଲା ଖାଁ(ମୁନା ଭାଈ) ଯୋଗ ଦେଇଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ମା ରମାଦେବୀ ସୁନନ୍ଦା ଦାସ ଯୋଗଦେଇ ବ୍ରହ୍ମବରଦା ମାଟି ହେଉଚି ଭାଈଚାରାର ମାଟି ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ଭାଇଚାରା ରହିଥିବା ବେଳେ, ଏ ମାଟିକୁ ନମସ୍କାର କରୁଚି । ଶ୍ରୀମତୀ ବିଧାୟୀକା ସୁନନ୍ଦା ଦାସ ମୁଁ ଗସ୍ତ କରୁଥିବା ବେଳେ, ମହେଶ୍ୱରପୁର, ବ୍ରହ୍ମବରଦା, ବନ୍ଧଡିହକୁ ସବୁବେଳେ ବୁଲି ସମସ୍ତ ସମସ୍ୟାର ସମାଧାନ କରାଯିବା ଭାଇ ମାନଙ୍କ ପାଖରେ ପହଁଞ୍ôଚ ଥାଏ ବୋଲି ଶ୍ରୀମତୀ ଦାସ ସାଢ଼େ ଚାରୀ ବର୍ଷ ମଧ୍ୟରେ ବିଧାୟୀକା ପ୍ରଥମ ହୋଇଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁବେଳେ କାର୍ଯ୍ୟକରି ଆସୁଚି ବୋଲି ଶ୍ରୀମତୀ ଦାସ କହିଥିଲେ । ଅର୍ôଥକ ସହାୟତା ଠାରୁ ଆରମ୍ଭ କରି ଲୋକ ମାନଙ୍କ ସେବାକରି ଚାଲିଚି ବୋଲି ଶ୍ରୀମତୀ ଦାସ କହିଥିଲେ । ଏହି ଅବସରରେ ବ୍ରହ୍ମବରଦା ପଂଚାୟତର ସରପଂଚ ଶ୍ରୀମତୀ ମମତା ଶୁଭଦର୍ଶିନୀ ଦେଓ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ କହିଲେ ବ୍ରହ୍ମବରଦା ହେଉଚି ଏକ ଭାଇଚାରା ମାଟି ହିନ୍ଦୁ ମୁସଲମାନ ମାନଙ୍କ ମଧ୍ୟରେ ଭାଇଚାରା ରହିଥିବା ବେଳେ, ମୁଁ ଲୋକମାନଙ୍କର ସେବା କରୁଚି । ସର୍ବପ୍ରଥମେ ମୁଁ ଏହି ବ୍ରହ୍ମବରଦା ମାଟିକୁ ନମସ୍କାର କରୁଚି । ମତେ ନିର୍ବାଚିତ ଜନସାଧାରଣ ସେବାକରି ଚାଲୁଚି । ମୁଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ମଜ୍ଜବୁଲ୍ଲା ଖାଁ(ମୁନା ଭାଇ) ତାଙ୍କ ବକ୍ତବ୍ୟରେ କହିଲଏ ମୁଁ ସମସ୍ତ ପ୍ରକାର ସହଯୋଗ କରିବା ସହିତ ବ୍ରହ୍ମବରଦା ମାଟିକୁ ନମସ୍କାର କରୁଚି । ସମ୍ମାନୀୟ ଅତିଥି ମାନନୀୟା ଶ୍ରମିଷ୍ଠା ସେଠୀ ଲୋକ ସଭା ସାଂସଦ ଯୋଗଦେଇ ରାଜ୍ୟ ସରକାର ବିକାଶ ଦିଗରେ ଆଗେଇଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଥରବା ବେଳେ, ବ୍ରହ୍ମବରଦା ପାଇଁ ମୁଁ ସମସ୍ତ ସାହଯ୍ୟ ଯୋଗାଇ ଦେବି ବୋଲି ଶ୍ରୀମତୀ ସେଠୀ ତାଙ୍କ ବକ୍ତବ୍ୟରେ କହିଲେ । ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବନ୍ଧୁ ମିଳନ କରାଯାଇଥିବା ବେଳେ, ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇଟି ବିଦ୍ୟାଳୟକୁ ଉର୍ଦ୍ଧୁ ଶିକ୍ଷକ ଯୋଗାଇ ଦେବାଲାଗି ମାନନୀୟା ବିଧାୟୀକାଙ୍କ ନିକଟରେ ଦାବି କରାଯାଇଥିଲା । ବିଭିନ୍ନ କଣ୍ଠଶିଳ୍ପୀ ମାନଙ୍କ କଣ୍ଠରୁ ଉଚ୍ଚ କୋଟୀର କବାଲି ପରିବେଶଣ କରାଯାଇଥିଲା । ମୁଖ୍ୟବକ୍ତା ଅବସରପ୍ରାପ୍ତ ଶିକ୍ଷକ ଆଲ୍ଲାଉଦ୍ଦିନ ଖାଁ ଯୋଗଦାନ କରି ତାଙ ବକ୍ତବ୍ୟ ରଖିଥିଲେ । ସେହିପରି ମହେଶ୍ୱରପୁର ପଂଚାୟତର ସରପଂଚ ଝରଣା ପାତ୍ର ଯୋଗଦେଇଥିବା ବେଳେ, ବିଭିନ୍ନ ପଂଚାୟତର ସରପଂଚ, ସମିତି ସଭ୍ୟ ଯୋଗଦେଇଥିଲେ । ୩୬ନଂ ଜୋନ ଜିଲ୍ଲା ପରିଷଦ ଭାରତୀ ବିଶ୍ୱାଳ ଯୋଗଦେଇ ନଥିବା ଦେଖିବାକୁ ମିଲିଥିଲା । ଯୁବନେତା ଶ୍ରୀ ଅଲ୍ଲୀ ଧନ୍ୟବାଦ ଦେଇଥିବା ବେଳେ, ହଜାର ହଜାର ଦର୍ଶକ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ ।

Related Posts

About The Author

Add Comment