ବଜ୍ରାଘାତ ଘଟିବାରୁ ଘରପୋଡ଼ିଯିବା ସହିତ ଜଣେ ମହିଳା ଆହତ

Spread the love

ଯାଜପୁର ସଦର, ୨୪ା୦୬(ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଏରବାଙ୍କ ପଂଚାୟତରେ ବଜ୍ରାଘାତ ହେବାରୁ ପବିତ୍ର କୁମାର ରାଉତଙ୍କ ୩ବଖରା ଘର ପୋଡ଼ିଯିବା ସହିତ ଜଣେ ମହିଳା ଆହତ ହୋଇଥିବା ଜଣାଯାଇଚି । ଘରେଥିବା ସମସ୍ଥ ଆସବାସ ପୋଡ଼ିଯିବା ସହିତ ଟିଭି, ଫ୍ରିଜ ପୋଡ଼ିଯାଇଚି । ପବିତ୍ର୍‌ଙ୍କ ମା ଆହତ ହୋଇଥିବା ବେଳେ, ବରୁଆଁ ଅଗ୍ନିଶ୍ରମ ବାହନୀ ଘଟଣା ସ୍ଥଳରେ ପହଁଞ୍ôଚ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଚି । ଜିଲ୍ଲା ପରିଷଦ ସଭ୍ୟ ବିନୋଦ ମାଝି, ବିଜୁଜନତା ଦଳର ଉପସଭାପତି ଗଣେଷ ମହାକୁଡ଼ ଅଗ୍ନିବପନ୍ନ ମାନଙ୍କ ପାଖରେ ପହଁଞ୍ôଚ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ବିପନ୍ନ ମାନଙ୍କୁ କୌଣସି ସାୟତା ମିଳିନଥିବା ଜଣାଯାଇଚି ।

Related Posts

About The Author

Add Comment