ବାଲିଗୁଡା,୨୩/୦୫/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାର ମାନ୍ୟବର ଏସଡିଜେଏମ ଏକ ଅପରାଧିକ ମାମଲା ଶୁଣାଣୀ କରି କେଶ ନଂ. ୪୨୪/୨୧ରେ ଥିବା ମୁଦାଲା ଏ. ରାମା ରାଓଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ୩୯୪ ଆଇପିସି ରୁ ମୁକ୍ତ କରି ନିର୍ଦୋଷରେ ଖଲାସ କରିଛନ୍ତି l ମୁଦାଲାଙ୍କ ତରଫରୁ ସ୍ଥାନୀୟ ଓକିଲ ଅନିଲ କୁମାର ଦାସ ପରିଚାଳନା କରୁଥିଲେ l
ସାକ୍ଷ୍ୟ ପ୍ରମାଣ ଅଭାବରୁ ମୁଦାଲା ନିର୍ଦୋଷରେ ଖଲାସ
|
May 25, 2023 |
