କୋର୍ଟ ବାର ଆସୋସିଏସନ ପକ୍ଷରୁ ବିଜୁ ଜୟନ୍ତୀ ପାଳନ

Spread the love

ଚଣ୍ଡିଖୋଲ,୦୫.୦୩ (ଆପ୍ର)- ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ପାଳନ କରାଯାଇଥିଲା. ବାର ଆସୋସିଏସନର ସଭାପତି ଆଇନଜୀବୀ ଦେବରାଜ ବେହେରା,ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ, ଶରତ ଚନ୍ଦ୍ର ଷଢଙ୍ଗୀ,ଜନ ବେହେରା,କୈଳାଶ ଚନ୍ଦ୍ର ସାମଲ,ନଳିନୀକାନ୍ତ ମିଶ୍ର,ଶ୍ରୀକାନ୍ତ ବଳ ଓ ହେମନ୍ତ ମାହାଲା ପ୍ରମୁଖ କୋର୍ଟ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ.

Related Posts

About The Author

Add Comment