୨୨/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ଯୁଜୁମୁରା ବ୍ଲକ ଅନ୍ତର୍ଗତ ନୂଆଁ ବରଙ୍ଗାମାଳ ପଞ୍ଚାୟତର ଗୋବର୍ଦ୍ଧନ ବଡ଼ମାଲ ଗ୍ରାମରେ ପାରିବାରିକ କଳହ ଉଗ୍ରରୂପ ଧାରଣ କରିବାରୁ ଜୋଇଁ, ଶ୍ୱଶୁର,ବଡ଼ବହୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ସୂଚନା ଅନୁସାରେ ଧାରଟଙ୍କାକୁ ନେଇ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିଲା ନନ୍ଦ ସଂଗୀତା ବଡ଼ ବହୁ ରଞ୍ଜୁକ୍ତା ଠାରୁ ଧାର ନେଇଥିଲେ ଟଙ୍କା ମାରିବାରୁ ସେ ମନାକରିବାରୁ ବତସା ଉଗ୍ରରୂପ ନେଇଥିଲା । ନନ୍ଦ ସଂଗୀତା ଓ ସ୍ଵାମୀ ସୁବାଷ ବଡ଼ବହୁ ମାଡ଼ ମାରିଥିବା ଅଭିଯୋଗ ପ୍ରଥମେ ବହୁ ଥାନାରେ ଅଭିଯୋଗ କରିଥିଲେ। ପରେ ସୁବାଷ ପାଳଟା ଅଭିଯୋଗ କରିଥିଲେ ଯେ ତାଙ୍କ ଶ୍ଵଶୁର କପିଳେଶ୍ଵର ଓ ବହୁ ହତ୍ୟା ଧମକ ଦେବା ସହ ଗାଁରୁ ବାସନ୍ଦ କରିବା ପାଇଁ କହିଥିଲେ।ଏହି ଆରୋପ ପ୍ରତ୍ୟାରୋପ କୁ ଆଧାରରେ ଯୁ ଯୁମୁରା ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ଏବଂ ଏହି ମାମଲରା ପ୍ରଥମେ ଜୋଇଁ ପରେ ଶ୍ଵଶୁର ଓ ବହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ପାରିବାରିକ କଳହରୁ ଜ୍ୟୋଇଁ, ଶ୍ଵଶୁର ଓ ବଡ଼ବହୁ ଗିରଫ ଏବଂ କୋର୍ଟଚାଳନା
|
November 23, 2021 |



