ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ପ୍ରତିଯୋଗିତା

Spread the love

ଯାଜପୁର, ,୨୦/୦୭/୨୧ (ସନ୍ଧାନ ନିଉଜ) : ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଜୁଲାଇ ୨୫ ତାରିଖରେ । ଏହି ଉପଲକ୍ଷେ ଯାଜପୁର ଜିଲ୍ଳ୍‌ା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଚ୍ଥି । ଏଥିରେ ସାହିତ୍ୟ ସଂପର୍କିତ ବକ୍ତୃତା, ସାଧାରଣ ଜ୍ଞାନ ଓ ଦେଶାତ୍ମବୋଧ କବିତା ଆବୃତ୍ତିର କନିଷ୍ଠ ଓ ବରିଷ୍ଠ ତିନୋଟି ବିଭାଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଷଷ୍ଠରୁ ଅଷ୍ଟମ କନିଷ୍ଠ ବିଭାଗ ଭାବେ ଓ ନବମରୁ ଦଶମ ଶ୍ରେଣୀ ବରିଷ୍ଠ ବିଭାଗରେ ବିଭିନ୍ନ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ ମାନେ ଯୋଗ ଦେଇଥିଲେ । ଆଳାପ ଆପ୍ ଭର୍ଚ୍ଚୁଆଲ ମାଧ୍ୟମରେ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ବିଚାରପତି ମାନଙ୍କ ନିଷ୍ପତ୍ତି ଆଧାରରେ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଚୟନ କରାଯାଇଥିଲା । ଏଥିରେ ଜିଲ୍ଳ୍‌ାର ସାହିତ୍ୟ ଏକାଡେମୀ ସଦସ୍ୟା ଓ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ । ଜିଲ୍ଳ୍‌ା ସ୍ତରୀୟ ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଗର ଏବଂ ପ୍ରତ୍ୟେକ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଚ୍ଥନ୍ତି । ଏଥି ନିମନ୍ତେ ୨୦ ତାରିଖ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ କୃତି ପ୍ରତିଯୋଗୀ ମାନେ ନିଜକୁ ପ୍ରସ୍ତୁତ କରିବାକୁ ଜଣାଇ ଦିଆଯାଇଚ୍ଥି । ଦେଶାତ୍ମବୋଧକ କବିତା ଆବୃତ୍ତିର କନିଷ୍ଠ ବର୍ଗରେ ବାଲିଚନ୍ଦ୍ରପୁର ସରକାରୀ ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଗାୟତ୍ରୀ ସାହୁ ପ୍ରଥମ, ଓ.ଏମ.ଭି. ମାଧପୁରର ଚ୍ଥାତ୍ର ଓମ୍ ପ୍ରକାଶ ଦାସ ଦ୍ୱିତୀୟ ଓ ଦଶରଥପୁର ସରକାରୀ ଉଚ୍ଚ ବିଚ୍ୟାଳୟର ଚ୍ଥାତ୍ରୀ ତନୁଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁରର ଚ୍ଥାତ୍ରୀ ଶ୍ରେୟାଶ୍ରୀ ଜେନା ପ୍ରଥମ, ଜି.ଏମ୍‌. ଉଚ୍ଚ ବିଦ୍ୟାଳୟ, ସୁକିନ୍ଦାର ଚ୍ଥାତ୍ରୀ ଇପ୍‌ସିତା ମଲ୍ଲିକ ଦ୍ୱିତୀୟ ଓ କବି ଅନନ୍ତ ବିଦ୍ୟାପୀଠ, ଭାକୁଡାର ଚ୍ଥାତ୍ରୀ ଲକ୍ଷ୍ମୀପ୍ରିୟା ଲେଙ୍କା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସାହିତ୍ୟ ସଂପର୍କିତ ବକ୍ତୃତା ପ୍ରତିଯୋଗିତାର କନିଷ୍ଠ ବର୍ଗରେ ଦଶରଥପୁର ସରକାରୀ ଉଚ୍ଚ ବିଚ୍ୟାଳୟର ଚ୍ଥାତ୍ରୀ ଅନୁସୂୟା ସାମଲ ପ୍ରଥମ, ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ, ଶଙ୍ଖଚିଲାର ଚ୍ଥାତ୍ରୀ ବିଷ୍ଣୁପ୍ରିୟା ବେହେରା ଦ୍ୱିତୀୟ ଓ ଭଗବତୀ ଉଚ୍ଚ ବିଦ୍ୟାଳୟ, ସିହାର ଚ୍ଥାତ୍ର ଊଦୟ କୁମାର ସାହୁ ତ୍ରତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର, ବରୀର ଚ୍ଥାତ୍ର କୋୟଲ ସାମଲ ପ୍ରଥମ, ସମଲେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ସାଊଡିଆର ଚ୍ଥାତ୍ରୀ ପ୍ରଜ୍ଞା ପରମିତା ସାହୁ ଦ୍ୱିତୀୟ ଓ ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ଓମ୍ ପ୍ରକାଶ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସାହିତ୍ୟ ସଂପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ପଞ୍ଚାୟତ ଊଚ୍ଚ ବିଦ୍ୟାଳୟ, ରାମପୁର, ବରୀର ଚ୍ଥାତ୍ରୀ ଅଙ୍କିତା ସାହୁ ପ୍ରଥମ, ଏସ୍‌.ଏସ୍‌.ଭି.ଏମ୍‌., ହରିପୁର, ସୁକିନ୍ଦାର ଚ୍ଥାତ୍ରୀ ସମୀକ୍ଷା ପ୍ରଧାନ ଦ୍ୱିତୀୟ ଓ ଦଶରଥପୁର ସରକାରୀ ଉଚ୍ଚ ବିଚ୍ୟାଳୟର ଚ୍ଥାତ୍ରୀ ରାଜଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ, ଶଙ୍ଖଚିଲାର ଚ୍ଥାତ୍ର ସ୍ନେହାଶିଷ ସାହୁ ପ୍ରଥମ, ସି.ଏଲ୍‌.ଏମ. ଉଚ୍ଚ ବିଦ୍ୟାଳୟ, ଖରଡି, ସୁକିନ୍ଦାର ଚ୍ଥାତ୍ରୀ ଶ୍ୱେତାପଦ୍ମା ମହାରଣା ଦ୍ୱିତୀୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର, ବରୀର ଚ୍ଥାତ୍ର ଆକାଶ କୁମାର ଜେନା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ, ଜିଲ୍ଳ୍‌ା ସଂସ୍କୃତି ଅଧିକାରୀ ଏବଂ ଜିଲ୍ଳ୍‌ା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପ୍ରତିନିଧି ରୀତାରାଣୀ ନାୟକ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଚ୍ଥା ଜଣାଇଚ୍ଥନ୍ତି ।

Related Posts

About The Author

Add Comment