ଭୁବନେଶ୍ୱର , 24/4/21 ( ସନ୍ଧାନ ନ୍ୟୁଜ/ଅଜିତ ମହାନ୍ତି ) ଉପଭୋକ୍ତl ବ୍ୟବହାର କରୁଥିବା LPG ଗ୍ୟାସ ଦିନ କୁ ଦିନ ମହଙ୍ଗା ହେବାକୁ ଲାଗିଛି .ସାଧାରଣ ଲୋକ ଟେ ଗ୍ୟାସ ସିଲିଣ୍ଡର ଟେ କିଣିବାକୁ କଷ୍ଟକର ଅନୁଭବ କରୁଛି .ହେଲେ ଏଠି ଚିତ୍ର କିଛି ଅଲଗା ଏଠାରେ ସମୟ ପ୍ରାୟ ସଖାଳ 6 ଟା ରେ ଡ୍ରାଇଭର ଙ୍କୁ ନିଦ ଲାଗି ଯିବାରୁ ଗାଡି ନମ୍ବର ଓଡ଼ି 05 ଏସି 4912 ଖୋର୍ଦ୍ଧା ରୁ କେନ୍ଦ୍ରାପଡ଼ା ଯାଉଥିବା ଟ୍ରକ ଟି ଭାରସାମ୍ୟ ହରାଇ 16 ନମ୍ବର ଜାତୀୟ ରାଜପଥ ର ଫୁଲନଖରା ନିକଟ ଗ୍ରାଣ୍ଡ ବଜ଼ାର ପାଖ ରାସ୍ତା କଡରେ ଓଲଟି ପଡିଥିଲା . ଦୁର୍ଘଟଣା ରେ କାହାର କିଛି କ୍ଷତି ହେଇନି . ରାସ୍ତା କଡରେ ଥିବା ଇଲେକ୍ଟ୍ରି ତାର ରେ ବାଜି ତାର ଚିଡି ଯାଇଥିଲା .ଏବଂ ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇ ଥିଲେ . ତେବେ ଏଠି ପ୍ରଶ୍ନ ଉଠୁଛି ଯେ ହେଲମେଟ ପାଇଁ ସରକାର ଫାଇନ କାଟୁ ଥିବା ସରକାର ଏପରି ଦୁର୍ଘଟଣା ଅଟକାଇବାକୁ କଣ ବ୍ୟବସ୍ଥା କରିଛନ୍ତି ଓ 324 ଟି ସିଲିଣ୍ଡର ରୁ ଗୋଟିଏ ବି ସିଲିଣ୍ଡର ଫାଟି ଥିଲେ ଯାହା ଦୁର୍ଘଟଣା ଘଟିଥାନ୍ତା ତେବେ ଦାୟୀ କିଏ ହେଇଥାନ୍ତେ .
ମହଙ୍ଗା ଗ୍ୟାସ ସିଲିଣ୍ଡର ଗଡୁଛି ଏବେ ଜାତୀୟ ରାଜ କଡରେ .
|
April 24, 2021 |


