ଛତିଶଗଡର ବିଜାପୁରରେ ୫ଟି ଗାଡିରେ ନିଆଁ ଲଗାଇଲେ ମାଓବାଦୀ

Spread the love

ଋାୟପୁର, 11/4 (ସନ୍ଧାନ ନିଉଜ) ଛତିଶଗଡରେ ଜାରୀ ରହିଛି ମାଓବଦୀଙ୍କ ବର୍ବରତା । ଆଜି ବିଜାପୁର ନେମ୍‌ଡ ପୋଲିସ ଷ୍ଟେସନ ଅଚଂଳରେ ପାଣି ଟାଙ୍କି କର୍ଯ୍ୟରେ ନିୟୋଯିତ ଥିବା ୫ଟି ଗାଡରେ ନିଆଁ ଲଗାଇ ଦେଇଛନ୍ତି ।ଜଣେ ପୋଲିସ କର୍ମଙ୍କ ସୂଚନା ଅନୁଯାଇ ନେମ୍‌ଡ ପୋଲିସ ଷ୍ଟେସନ ଅଚଂଳରେ ଆଜି ଅପରାହ୍ନରେ ବିଜାପୁର ସହରକୁ ପାନୀୟ ଜଳ ଯୋଗାଇବା ପାଇଁ ମିଙ୍ଗାଚାଲ ନଦୀ କୂଳରେ ଏକ ଜଳ ପ୍ଲାଣ୍ଟ ନିର୍ମାଣ କାର‌୍ୟ୍ୟ ଚାଲିଥିଲା ସେହି ସମୟରେ ମାଓବାଦୀ ମାନେ ଏହି ଗାଡି ଗୁଡିକରେ ନିଆଁ ଲଗାଇଛନ୍ତି ।

Related Posts

About The Author

Add Comment