ଯାଜପୁରରେଉକôଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ।

Spread the love

ଯାଜପୁର, ୦୧/୦୪/୨୧ (ସନ୍ଧାନ ନିଉଜ) : ଏପ୍ରିଲ ୧ ତାରିଖ ସମସ୍ତ ଓଡିଆମାନଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ୧୯୩୬ ମସିହାଏହି ଦିନ ଓଡିଶାଭାଷାଭିତ୍ତିରେ ଏକ ସ୍ୱତନ୍ତ୍ର ଉକôଳ ପ୍ରଦେଶର ଅଧିକାରୀହୋଇପାରିଥିଲା । ତତ୍ସହିତ ୧୯୯୩ମସିହା ଆଜିର ଦିନରେ ଯାଜପୁରସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରାପ୍ତ ହୋଇଥିଲା । ଏହି ପବିତ୍ର ଦିବସ ଅବସରରେମା’ ବିରଜାଙ୍କ ଆଶିର୍ବାଦରୁଜିଲ୍ଳ୍ାବାସୀଙ୍କ ପାଇଁସୁଖ, ସମୃଦ୍ଧି ଓ ସୁସ୍ଥତା କାମନା କରିଚ୍ଥନ୍ତି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି । ଗୁରୁବାର ପୂର୍ବାହ୍ନରେଜିଲ୍ଲା ପ୍ରଶାସନ ପକ୍ଷରୁ ଉକôଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତହୋଇଥିଲା । ଏଥିରେମୁଖ୍ୟ ଅତିଥି ଭାବେଯୋଗଦେଇ ଜିଲ୍ଳ୍ା ପରିଷଦ ସଭାପତିଶ୍ରୀମହାନ୍ତି ଆମସମସ୍ତଙ୍କ ପାଇଁଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଏକ ସ୍ୱତନ୍ତ୍ର ମାନ୍ୟତା ରଖିଥାଏ ବୋଲି କହିଥିଲେ । କଳା, କୈାଶଳ, ଏ÷୍ୟତିହ୍ୟ, ପରମ୍ପରା, ଭାସ୍କର୍ଯ୍ୟଇତ୍ୟାଦି ପ୍ରତିଟିକ୍ଷେତ୍ରରେଓଡିଶା ଅଗ୍ରଣୀ । ଆମ ଅତୀତ ଗୈାରବମୟ ଥିଲା ଓ ବର୍ତ୍ତମାନକୁ ଆମେ ସମବଦ୍ଧ ଭାବେ ଗୈାରବ ପୂର୍ଣ୍ଣ କରିବା ବୋଲି ସେ ଆହ୍ୱାନ ଦେଇଥିଲେ । ପୂର୍ବାହ୍ନ ଘ. ୭.୩୦ ମିନିଟ୍ସମୟରେ ଗାନ୍ଧୀ ଚ୍ଥକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା ସ୍କୁଲ ଓ ଗୈାତମବୁଦ୍ଧ ସଂସ୍କୃତିଭବନ ଠାରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ମାଲ୍ୟାର୍ପଣଓ ଶ୍ରଦ୍ଧାସୁମନ ଅର୍ପଣକରିଥିଲେ । ସଂସ୍କୃତିଭବନ ମଧ୍ୟରେ ଥିବାବରପୁତ୍ରମାନଙ୍କ ପଂଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଓ.ଏସ.୍ଡି. ସୁଦର୍ଶନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,ଜିଲ୍ଲାସ୍କୁଲ ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧ, ଅନ୍ୟାନ୍ୟଶିକ୍ଷକ ଓ ଶିକ୍ଷୟତ୍ରୀବୃନ୍ଦ,ସମାଜସେବୀ ନିଶିଥ ଦାସ, ରାଜୀବ ମହାପାତ୍ର ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କରୋନା କଟକଣା ପାଇଁ କାର୍ଯ୍ୟକ୍ରମକୁ ନିରାଡମ୍ୱର ଭାବେ ପାଳନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ସର୍ବାଧିକ ଧାନ ଅମଳ କରିଥିବା ବିଂଝାରପୁର ବ୍ଳ୍ରକ ପଦା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର କୃଷକ ଜ୍ଞାନ ରଂଜନ ପତିଙ୍କୁ ତାଙ୍କ ନିଜସ୍ୱ ଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି ବିଭାଗ ଦ୍ୱାରା ଜଗନ୍ନାଥ ମଲ୍ଲିକ କୃଷକ ସମ୍ମାନରେ ସମ୍ୱର୍ଦ୍ଧିତ କରାଯାଇଥିଲା । ଶ୍ରୀ ପତି ୨୦୨୦-୨୧ ବର୍ଷରେ ହେକ୍ଟର ପିଚ୍ଥା ସର୍ବାଧିକ ୯୬.୩୬ କ୍ୱିଣ୍ଟାଲ ଧାନ ଅମଳ କରିଥିବାରୁ ପ୍ରାକ୍ତନ କୃଷିମନ୍ତ୍ରୀ ସ୍ୱର୍ଗତ ଜଗନ୍ନାଥ ମଲ୍୍ଳିକ ପ୍ରଦାନ କରିଥିବା ଚାରି ଲକ୍ଷ ଟଙ୍କା ଜମା ରାଶିର ସୁଧ ବାବଦରେ ୩୫ ହଜାର ଟଙ୍କା ତାଙ୍କୁ ପ୍ରଦାନ କରାଯାଇଥିଲା ।ସେହିପରି ଓଡିଆ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବାବିରଜା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଶଶିରେଖା ମିଶ୍ର, ଦ୍ୱିତୀୟ ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ପ୍ରଜ୍ଞାମହାନ୍ତି, ତୃତୀୟ ହୋଇଥିବା ଭଗବାନ ନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ଶୁଭାଶିଷ ପଣ୍ଡା, ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାଜିଲ୍ଲା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଦେବଦତ୍ତା ଦାଶ, ଦ୍ୱିତୀୟ ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ପ୍ରଜ୍ଞାମହାନ୍ତି, ତୃତୀୟ ହୋଇଥିବା ଭଗବାନ ନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ରାଜେନ୍ଦ୍ର ସାହୁ ଓ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ସ୍ୱାତୀ ମିଶ୍ର, ଦ୍ୱିତୀୟ ହୋଇଥିବା ଜିଲ୍ଲା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଅର୍ଚ୍ଚିତା ସାହୁ, ତୃତୀୟ ହୋଇଥିବା ବିରଜା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ପ୍ରିୟଙ୍କା ପଣ୍ଡାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ପରିସରରେ ପୁରସ୍କୃତ କରାଯିବା ପାଇଁ ବ୍ୟବସ୍ଥା କରାଯାଇଅଚ୍ଥି । ପ୍ରତୁ୍ୟଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ବନେ୍ଦ ଉକôଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା । ସଂଧ୍ୟାରେ ସଂସ୍କୃତି ଭବନ, ଅନ୍ୟାନ୍ୟ କାର୍ଯ୍ୟାଳୟ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା ।

Related Posts

About The Author

Add Comment