୩ ବସ୍ତା ଗଞ୍ଜେଇ ଜବତ

Spread the love

ବାରିପଦା, ୦୨.୦୨.୨୦୨୧(ସନ୍ଧାନ ନିଉଜ୍):- କୁଖ୍ୟାତ ଗଞ୍ଜେଇ ମାଫିଆ କାହ୍ନୁ ଚରଣ ଜେନା ଘରେ ଚଢ଼ାଉ। ପୋଲିସ ଚଢ଼ାଉ କରି ଘରୁ କରିଛି। ଜବତ ଗଞ୍ଜେଇର ପରିମାଣ ୫୪ କିଲୋ ୬୦୦ ଗ୍ରାମ। ପୂର୍ବରୁ ମଧ୍ୟ ଏହି ବ୍ୟକ୍ତି ନାଁରେ ଗଞ୍ଜେଇ କାରବାର କରୁଥିବାର ଅଭିଯୋଗ ରହିଛି। ଦୁଇ ବର୍ଷ ପୂର୍ବେ କଟକ ଅବକାରୀ ବିଭାଗ କାହ୍ନୁ ଘର ରେଡ୍ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା। ହେଲେ କୌଶଳ କ୍ରମେ କାହ୍ନୁ ଖସି ଯାଇଥିଲା। ଆଜି ମଧ୍ୟ ପୂର୍ବରୁ ଖସିଯିବାରେ କାହ୍ନୁ ସଫଳ ହୋଇଛି। ହେଲେ ଘରେ ଥିବା ଗଞ୍ଜେଇ ଜବତ କରିଛି ପୋଲିସ।

Related Posts

About The Author

Add Comment