ବାରିପଦା , 14.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ଉତ୍କଳୀୟସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଜଗନ୍ନାଥ ଧାମ ଭାବେ ପୁରୀ ପରିଚିତ ହେଉଥିବା ବେଳେ,ଜଗନ୍ନାଥଙ୍କ ଆଦିପୀଠ ଭାବେ ନୟାଗଡ଼ ଜିଲ୍ଲା କଣ୍ଟିଲୋରନୀଳମାଧବ ସୁପରିଚିତ । ଜଗନ୍ନାଥଙ୍କ ମୂଳକ୍ଷେତ୍ର ଭାବେପରିଚିତ କଣ୍ଟିଲୋ ନୀଳମାଧବ ମନ୍ଦିର ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ବର୍ଷ ବର୍ଷ ଧରି ଏହି ର ପ୍ରତିରାଜ୍ୟ ସରକାରଙ୍କ ନିଘା ନାହିଁ । ମୁଖ ମନ୍ଦିରର ପାର୍ଶ୍ବକୁଲାଗି ରହିଥିବା ମନ୍ଦିରର ଅନେକ ସ୍ଥାନରେ ଫାଟ ସୃଷ୍ଟିହେଲଣି। ଏହି କାରଣରୁ ଯଦି ପା ମନ୍ଦିର କୋରଭୁଶୁଡ଼ି ଯାଏ, ତେବେ ମୁଖ୍ୟମନ୍ଦିର ପ୍ରତି ଏହା ବିପଦତାନି ଆଣିବା ଏହାକୁ ନେଇ ମନ୍ଦିରର ବୟ୦ଆରମ୍ଭ କରି ସାଧାରଣରେ ଅସନୋଷ ପ୍ରକାଶ ପାଇଛି ।ଖାଲି ଉପରୋକ୍ତ ସମସ୍ୟା ନୁହେଁ, ଏହିଭଳିସମସ୍ୟାରେ ନି ହୋଇଛି ଇନ ମନ୍ଦିରନୀଳମାଧବଙ୍କ ମୁଖ୍ୟ ମନ୍ଦିରେ ପ୍ରାୟ ୨୦ ବର୍ଷ ହେବ ମଙ୍ଗକାର୍ଯ୍ୟ ହୋଇ ନଥିବା ବେଳେ ମନ୍ଦିର ଚତୁଃପାର୍ଶ୍ବରେ ଥିବାସୁରକ୍ଷା ପ୍ରାଚୀରେ ବିଭିନ୍ନ ସ୍ତନରେ ଫାଟ ସୃଷ୍ଟି ହେଲାଣି।ଚନ୍ଦନ ପୋଖରୀ ପୋତି ହୋଇପଡ଼ିଥିବାରୁ ୫ ବର୍ଷ ହେବଠାକୁରଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇପାରିନାହିଁ । ଏନେଇ ଜିଲ୍ଲାର ଦେବୋର ବିଭାଗର ନିଘା ନାହିଁ । ପୂଜନସମାନ ଅନେକ ଥର ଫେରାଦ ହୋଇଥିଲେ ମଧ୍ୟ ସଭିଏଁନିହାଦି, ରତିରୁ । ଏହି ପରିପ୍ରେକ୍ଷୀ ରେ ଚନ୍ଦନ ପୋଖରୀରଉଦ୍ଧାର ପାଇଁ ପୂଜକ ସମାଜ ସଭାପତିନିହାର ର଼ଞନ ମିଶ୍ର, ଉନ୍ନୟନ କମିସନଙ୍କୁ ଏଥିନେଇ ମେଲ୍ ଯୋଗେ ସମସା ମନ୍ଦିର ଅବସ୍ଥିତ ହୋଇଥିବାରୁ ତା। ପାହାତ ବଢ଼ିଏଠାକୁ ଯିବାକୁ ପଡ଼ିଥାଏ ।ଏ ବୟସ୍କ ପାଇଁପାହାଡ଼ ଚଢ଼ି ଯିବା ସମ୍ଭବହେଉନଥିବାରୁ ଅନେକସମୟରେ ଦୂରଦୂରାନ୍ତରରୁଆସୁଥିବା ଶ୍ରଦ୍ଧାଳୁମାନେଦର୍ଶନରୁ ବଞ୍ଚିତ ହୋଇଥାନ୍ତି। ଏଣୁ ମନ୍ଦିରରେ ପହଞ୍ଚିବାଭାରି ରୋପର ଆବଶ୍ୟକତା ଅଛି । ଏଥିନେଇ୨୦୧୪ରେ ସର୍ଭେ ହୋଇଥିଲେ ମଧ୍ୟ ରୋପ ପ୍ରସ୍ତାବଶୀତଳଭଣ୍ଡାରରେ ପଡ଼ି ରହିଛି । ମନ୍ଦିର ପରିସରରେଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନ ଥିବା ବେଳେରାତ୍ରୀକାଳୀନ ରହଣି ପାଇଁ କୌଣସି ଆଶ୍ରୟସ୍ଥଳୀରବ୍ୟବସ୍ଥା ନାହିଁ । ଯେଉଁଥିପାଇଁ ଦୂରଦୂରାନରୁ ଏଠାକୁଅଧିକ ମାତ୍ରାରେ ଶ୍ରଦ୍ଧାଳୁ ଆସିବାକୁ ଆଗ୍ରହୀ ହେଉନାହାନ୍ତି ।ଶ୍ରଦ୍ଧାଳୁମାନେ ରହିବା ପାଇଁ ଘରୋଇ ହୋଟେଲ, ଲଙ୍କବ୍ୟବସ୍ଥା ନାହିଁ । ଶ୍ରୀକ୍ଷେତ୍ର ପୁରୀ ଭଳି ନୀଳମାଧବକଳନିକଟରେ ମଧ୍ୟ ଦର , ପାନକରଯାଇଥାଏ। ପୌଷ ପୂର୍ତ୍ତରେ ସୁନାବେଶ, କାନପକ୍ଷୁକ ଅବରରେ ମୃୟାନୟ ୪ବିପିନ ଯାତ୍ରା ଅଦି ର ଖରାପ ପଇଠିଏ ମାତ୍ର ପରିଚାଳନା ମୋରପ୍ରଶାସନ ଏହି ପୀ ପ୍ରତି ଓହିରନ୍ତି ଅସଜଡ଼ାବାରୁ କାପରରାଚିତ ବାରେ ଲାଗିଛି। ଏହି ପରେ ନିକାଣ୍ଡପାଇଁ ବିଭିନ୍ନ , ଦହିସରୁ କୌଣସି ଅଖିଆନ ନେବାରୁ ଅଞ୍ଚଳବାସୀଙ୍କ ଧ୍ୟରେ ପ୍ରତିକ୍ରିୟା ପ୍ରକାଶପାଉଛି। ଅତିଥିର ପରିଚୟ ବହନ କନା ଏହିପାରେ ସାମଗ୍ରୀକ ବିକାଶ କରାଗଲେ, ପଙ୍କଅକ୍ତ କତିପଦା ସହ ସ୍ଥାନୀୟ ଯନ୍ତି ଅଧିକବିକାଶ ଲୋପ କେତ ଧନଦେବାକୁ ପୂଜନ ନ ଦାବି କରିଛନ୍ତି ।
ନୀଳମାଧବ ମନ୍ଦିରକୁ ବିପଦ
|
December 14, 2020 |