Homeଆପଣଙ୍କ ରିପୋର୍ଟକଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ Sandhan News | November 8, 2020 | Spread the love ନୂଆ ଦିଲ୍ଲୀ, ୦୮/୧୧/୨୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ ଲାଭଦାୟକ ଅଟେ। Related Posts ହିମାଚଳ ପ୍ରଦେଶରେ ଭୂସ୍ଖଳନ – ୪୦ରୁ ଉର୍ଦ୍ଧ୍ୱ ଲୋକ ଫସିରହିଥିବାର ଭୟ, ୪ ଉଦ୍ଧାର August 11, 2021 | Santosh Rout | ଅଧିକ ପଢନ୍ତୁ ଯୁବତୀ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଯୁବକ February 3, 2020 | Sandhan News | ଅଧିକ ପଢନ୍ତୁ ମୟୁରଭଞ୍ଜ: ଟ୍ରଲର ପଛରେ ଧକ୍କା ଦେଲା ଅଟୋରିକ୍ସା, ଅଟୋ ଚାଳକ ମୃତ May 13, 2019 | Manas Kumar Rout | ଅଧିକ ପଢନ୍ତୁ ଭାରତରେ କରୋନା: ୨୪ ଘଣ୍ଟାରେ ୪୮୦ ଲୋକ ମୃତ, ୧୨,୩୩୧ ନୂଆ ପଜିଟିଭ୍ November 10, 2021 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ହିମାଚଳ ପ୍ରଦେଶରେ ଭୂସ୍ଖଳନ – ୪୦ରୁ ଉର୍ଦ୍ଧ୍ୱ ଲୋକ ଫସିରହିଥିବାର ଭୟ, ୪ ଉଦ୍ଧାର August 11, 2021 | Santosh Rout | ଅଧିକ ପଢନ୍ତୁ
ମୟୁରଭଞ୍ଜ: ଟ୍ରଲର ପଛରେ ଧକ୍କା ଦେଲା ଅଟୋରିକ୍ସା, ଅଟୋ ଚାଳକ ମୃତ May 13, 2019 | Manas Kumar Rout | ଅଧିକ ପଢନ୍ତୁ
ଭାରତରେ କରୋନା: ୨୪ ଘଣ୍ଟାରେ ୪୮୦ ଲୋକ ମୃତ, ୧୨,୩୩୧ ନୂଆ ପଜିଟିଭ୍ November 10, 2021 | Sandhan News | ଅଧିକ ପଢନ୍ତୁ