ଯୌତୁକ ନିର୍ଯ୍ୟାତନା ଅଭିଯୋଗ

Spread the love

ବାରିପଦା,କଳାବାଡ଼ିଆ, ୩୦/୮/୨୦ (ଲିଙ୍ଗରାଜପଣ୍ଡା): ବାଙ୍ଗିରିପୋଷି ଥାନା ଅଧୀନ ମହୁଲବରେହି ଗ୍ରାମରଜଣେ ଯୁବତୀ ବୈଦିକରୀତିନିତିରେ ବିଜାତଳା ଗ୍ରାମର ଫଙ୍କଜ ଗିରିଙ୍କୁ ୨୦୧୮ ମସିହାରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଶାଶୂଘରଲୋକେକୁ ଆଡ଼େ ଏକ ଫ୍ରିଜ ପାଇଁ ଦାବି କରିଥିଲେ ।ଆର୍ଥିକ ଅନଟନ ଯୋଗୁ ମହିଳାଙ୍କ ବାପଘର ଲୋକେ ଫ୍ରିଜ ଟିଏଦେଇ ନପାରିବାରୁ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ କେସ୍ନଂ୧୨୪/୨୦ରେମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

for more news- www.sandhannews.com

Related Posts

About The Author

Add Comment