ଯାଜପୁର, ୧୪/୦୮/୨୦ (ସନ୍ଧାନ ନିଉଜ) : ଜିଲ୍ଳ୍ା ଖଣିଜ ନ୍ୟାସ ବା ଡି.ଏମ୍.ଏପଂ. ରେ ବ୍ୟାସନଗର ପୈାରାଞ୍ଚଳ ଓ ପାଣିକୋଇଲି ଅଞ୍ଚଳକୁ ସାମିଲ କରାଯାଇଚ୍ଥି । ରାଜ୍ୟ ସରକାରଙ୍କର ଯୋଜନା ଓ ଏକାଭିମୁଖୀ ବିଭାଗ ବା ପ୍ଳ୍ାନିଂ ଆଣ୍ଡ୍ କନଭରଜେନ୍ସ ବିଭାଗ ପକ୍ଷରୁ ଏ ସଂପର୍କରେ ଜିଲ୍ଳାପାଳ ତଥା ଡି.ଏମ୍.ଏପଂ. ର ମ୍ୟାନେଜିଂ ଟ୍ରଷ୍ଟି ରଂଜନ କୁମାର ଦାସଙ୍କୁ ଅବଗତ କରାଯାଇଚ୍ଥି । ବିଭାଗର ପତ୍ର ସଂଖ୍ୟା ୮୧୫୩ ତା ୧୪ା୮ା୨୦୨୦ ରିଖ ଅନୁଯାୟୀ ପ୍ଳ୍ାନିଂ ଆଣ୍ଡ୍ କନଭରଜେନ୍ସ ବିଭାଗର ଅତିରିକ୍ତ ସଚିବ ପରୋକ୍ଷ କ୍ଷତିଗ୍ରସ୍ତ ବା ଇନ୍ଡାଇରେକ୍ଟଲି ଆପେଂକଟେଡ୍ ଅଞ୍ଚଳ ଭାବେ ବ୍ୟାସନଗର ପୈାରାଞ୍ଚଳ ଓ ପାଣିକୋଇଲିକୁ ସାମିଲ କରାଯାଇଚ୍ଥି ବୋଲି ଜଣାଇଚ୍ଥନ୍ତି । ଓଡିଶା ଡିଷ୍ଟ୍ରିକ୍ଟ ମିନେରାଲ ପାଂଉଣ୍ଡେସନ ରୁଲ ୨୦୧୫ ର ରୁଲ-୧୮(କ) ଅନୁଯାୟୀ ଏହା ସାମିଲ କରାଯାଇଚ୍ଥି ବୋଲି ଅତିରିକ୍ତ ସଚିବ ସୂଚନା ଦେଇଚ୍ଥନ୍ତି ।
ଡି.ଏମ୍.ଏପଂ. ରେ ବ୍ୟାସନଗର ଓ ପାଣିକୋଇଲି ସାମିଲ ।
|
August 15, 2020 |
