ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସହିଦ୍ ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

Spread the love

ଯାଜପୁର, ୧୯/୦୬ (ସନ୍ଧାନ ନିଉଜ) ଆଜି ସନ୍ଧ୍ୟାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଙ୍କ ତତ୍ୱାବଧାନ ରେ ଚୀନ ସୀମାରେଖା ଲଦାଖର ଗଲୱାନ୍ ଘାଟିରେ ସହିଦ୍ ହୋଇଥିବା ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବା ସହିତ ସହିଦ୍ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଧର୍ମଶାଳା ବ୍ଲକ ର ଛାତ୍ର,ଯୁବକ ଓ ମହିଳା ମାନେ ତାଙ୍କ ଆମର ଆତ୍ମା ର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରିଥିଲେ ଏବଂ ଚୀନ ପ୍ରସ୍ତୁତ ସମସ୍ତ ଜିନିଷ ବ୍ୟବହାର ବନ୍ଦ କରିବା ପାଇଁ ଶପଥ ନେଇଥିଲେ। ଜୟ ହିନ୍ଦ୍

Related Posts

About The Author

Add Comment