ମହିଳାମାନେ ଋଣ କିସ୍ତି ପ୍ରଦାନ କରିବାକୁ ମନା କରିବାରୁ ସୁଧ ଡବଲ ଆଦାୟ କରିବାକୁ ଧମକ

Spread the love
ଭୁବନେଶ୍ୱର, ୦୮/୦୬/୨୦ (ସନ୍ଧାନ ନିଉଜ) : କୋଭିଡି19ପରିପ୍ରେଖିରେ ଲକ ଡାଉନ ଯୋଗୁ ରୁଣ ଆଦାୟ ନକରାଯିବାକୁ ସରକାର ଙ୍କପକ୍ଷରୁ ବିଭିନ୍ନ bank ଏବଂ ଫାଇନାନ୍ସ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି କିନ୍ତୁ ସରକାରଙ୍କ ନିର୍ଦେସକୁ ଘରୋଇ ଫାଇନାନ୍ସ କର୍ମଚାରୀମାନେ ନମାନି ମହିଳା ଗୋଷ୍ଠୀଙ୍କୁ ହନ୍ତସନ୍ତ କରିଚାଲିଛନ୍ତି, ଖୁଲମ ଖୁଲା ଭାବେ ଋଣ ଆଦାୟ କରିବାକୁ ପଛଉନାହାନ୍ତି,,।ମହିଳାମାନେ ଋଣ କିସ୍ତି ପ୍ରଦାନ କରିବାକୁ ମନା କରିବାରୁ ଧମକ ଦିଆଯାଇଛି ସୁଧ ଡବଲ କରାଯିବ, ଅଭିଯୋଗ କରିଛନ୍ତି ନୟାଗଡଜିଲାଖଣ୍ଡପଡ଼ାର ମହିଳା ଗୋଷ୍ଠୀ,ଅଭିଯୋଗ ଅନୁସାରେ ବନ୍ଧନ ଫାଇନାନ୍ସ, ଜେନା ଫାଇନାନ୍ସ କର୍ମଚାରୀ ମହିଳା ଗ୍ରୁପ କୁ ଆସି ଋଣ କିସ୍ତି ମାଗି ଥିଲେ,,ଲକ ଡାଉନ ଯୋଗୁ କାମଧନ୍ଦା ନଥିବାଯୋଗୁଁ କିସ୍ତି ଟଙ୍କା ଦେଇପାରିବେନାହିଁ ବୋଲି ମହିଳା ମାନେ ମନା କରିଦେବାରୁ, ସୁଧ ତୁମ ଉପରେଡବଲ ହୋଇଯିବ ବୋଲି ମହିଳାଙ୍କୁ ଧମକାଇ ଥିଲେ ଏବଂ ଟଙ୍କା ନଦେଲେଆମ୍ଭେବସି କିଟଙ୍କା ନେବୁ, ଏହା କହିବାରୁ ମହିଳା ମାନେ ଅସନ୍ତୋଷ ହୋଇ ଖଣ୍ଡପଡ଼ା ଥାନାକୁଆସି ଫାଇନାନ୍ସ କର୍ମଚାରୀ ବିରୁଦ୍ଧରେ ପୋଲିସ ଙ୍କୁ ଜଣାଇ ଥିଲେ,, ମହିଳା ଙ୍କ ଅଭିଯୋଗ ପାଇ ଥାନା ପକ୍ଷରୁ ବନ୍ଧନ କର୍ମଚାରୀ ଙ୍କୁ ଡକାଇପଚାରିଥିଲେ, ।ସରକାର ଙ୍କ ନିର୍ଦେଶଅନୁସାରେ କାମ କରିବାକୁ ଫାଇନାନ୍ସ କର୍ମଚାରୀ ଙ୍କୁ ତାଗିଦ କରାଯାଇଛି, ଅନ୍ୟପକ୍ଷରେ ଲକ ଡାଉନ ଯୋଗୁ କାମ ନଥିବା ଯୋଗୁମହିଳା ମାନେ ଋଣ ଟଙ୍କା କୋଉଠୁ ଆଣି ସୁଝିବେବୋଲି ଭାଙ୍ଗି ପଡିଥିବା ବେଳେ, ଫାଇନାନ୍ସ କର୍ମଚାରୀ ଙ୍କ ଜୁଲମଏବଂ ଧମକ ଦାଉ, ମହିଳା ମାନଙ୍କୁ ଚିନ୍ତାରେ ପକାଇ ଦେଇଛି,ଏ ଦିଗରେ ଜିଲାପାଳ ମହୋଦୟା ଦୃଷ୍ଟି ଦେବାକୁ ଦାବି ହେଉଛି,,।
Attachments area

Related Posts

About The Author

Add Comment