କାଳ ବୈଶାଖୀ : ବଜ୍ରପାତରେ ୬ ବଳଦ ମୃତ

Spread the love
କୁତ୍ରା,୨୨/୦୪ (ସନ୍ଧାନ ନିଉଜ) : କୁତ୍ରା ବ୍ଲକ ଅନ୍ତର୍ଗତ ଡାହିଜିରା ଅମାତପଡାଠାରେ ବଜ୍ରପାତରେ ୬ ବଳଦଙ୍କ ମୃତ୍ୟୁ ଘଟିଛି। ଭୋରରୁ ଏଠାରେ କାଳ ବୈଶାଖୀ ଜନୀତ ଘଡଘଡି ସହ ବର୍ଷା ଲାଗି ରହିରହିଥିଲା।  ସକାଳ ୭ ଟା ସମୟରେ ଅମାତପଡା କନ୍ଯାଶ୍ରମ ନିକଟରେ ଗାଇବଳଦ ଗଛତଳେ ଚରୁଥିବା ବେଳେ ଏମାନଙ୍କ ଉପରେ ବଜ୍ରପାତ ହୋଇଥିଲା।ଫଳରେ ୬ଟି ବଳଦ ମୃତ୍ୟୁ ବରଣ କରିଥିଲେ। ବଳଦ ଗୁଡିକ ନିକଟସ୍ଥ ମଖାପଡାର ସୁରେନ ଏକ୍କା, ବିର୍ସା ତିର୍କୀ, ଗୋପାଳ ଏକ୍କା,।ଲକ୍ଷଣ ଏକ୍କା ପ୍ରମୁଖଙ୍କ ହୋଇଥିବା ଜଣାପଡିଛି।ଏହାସହ ବିଚିତ୍ର ଏକ୍କା ର ଗୋଟିଏ ବଳଦ ଆହତ ହୋଇଛି।

Related Posts

About The Author

Add Comment