ପୁରୀ ଜିଲ୍ଲା ପିପିଲି ଦାନଗହୀର କୁ ସିଲ କଲା ପିପିଲି ପୁଲିସ I ଆଜି ଭୋରୁ ଦାନଗହୀର ମୁଖ୍ୟ ରାସ୍ତା କୁ ସିଲ କରିଛି I ଗତ କାଲି ପନ୍ଦର ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ ପୁରୀ ଜିଲ୍ଲା ର ଜୈନିକ ବ୍ୟକ୍ତି ଅଛନ୍ତି I ଗତ କିଛି ଦିନ ତଳେ ଉକ୍ତ ଗ୍ରାମର କିଛି ବ୍ୟକ୍ତି ଦିଲ୍ଲୀ ରେ ଚାଲିଥିବା ଧର୍ମ ସଭାରେ ଯୋଗ ଦେଇ ଫେରିଥିବା କଥା ନଜରକୁ ଆସିଥିଲା
ପୁରୀ ଜିଲ୍ଲା ପିପିଲି ଦାନଗହୀରକୁ ସିଲ କଲା ପିପିଲି ପୁଲିସ
|
April 4, 2020 |