ରାଉରକେଲା, ୩୦ /୦୩ (ସନ୍ଧାନ ନିୟୁଜ): କୂଅ ଭିତରୁ ଯୁବକର ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଘଟଣା ଘଟିଛି ନୂଆଗାଁ ବ୍ଲକ ପୁରୁଣାପାଣି ପଞ୍ଚାୟତରେ । ମୃତ ଯୁବକ ହେଲେ ଉକ୍ତ ପଞ୍ଚାୟତ ଗୀର୍ଜାଟୋଳିର 30 ବର୍ଷୀୟ ଆଶିଷ କୀର୍ତ୍ତି । ଆଶିଷ ଗତ ବୁଧବାର ଠାରୁ ନିଖୋଜ ଥିବାବେଳେ ରବିବାର ଏକ ମୃତଦେହ କୂଅ ଭିତରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଏନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।
କୂଅ ଭିତରୁ ଯୁବକର ମୃତଦେହ ଉଦ୍ଧାର
|
March 30, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)