ଶ୍ୟାମସୁନ୍ଦରପୁର ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

Spread the love
ଜେନାପୁର, ୨୬/୦୨ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଶାମସୁନ୍ଦରପୁର ଗ୍ରାମରେ ମା’ ମଙ୍ଗଳାଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୪ ତାରିଖରୁ ଆରମ୍ଭ ହୋଇ ତନି ଦିନ ବ୍ୟାପୀ ଅନୁଷ୍ଠିତ ଯଜ୍ଞରେ ବିମୁତାବକ ପ୍ରଥମ ଦିନରେ ଶୁଭାଧୁବାସ, ଦ୍ବିତୀୟ ଦିନରେ କଳସ ଶୋଭାଯାତ୍ରା ଓ ତୃତୀୟ ଦିନରେ ଗୋପୂଜା, ସୂର୍ଯ୍ୟପୂଜା, ଯଜ୍ଞକର୍ମ କରାଯିବା ସହିତ ମନ୍ଦିରରେ ମା’ଙ୍କର ବିଗ୍ରହ ପ୍ରତିଷ୍ଠା କରାଯିବ ବିଗ୍ରହ ପ୍ରତିଷ୍ଠା ପରେ ବୁଧବାର ଭକ୍ତଙ୍କୁ ମା’ଙ୍କର ନବ ଯୌବନ ଦର୍ଶନ ଓ ପୂର୍ଣ୍ଣାହୁତି ହେବ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ଅୟୋଜକଙ୍କ ସୂତ୍ରରୁ ପ୍ରକାଶ।

Related Posts

About The Author

Add Comment