ସରଶ୍ୱତୀ ଶିଶୁ ମନ୍ଦୀରର ବାର୍ଷିକ ଉସôବ

Spread the love

ଜେନାପୁର, ୨୧/୨/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ସରଶ୍ୱତୀ ଶିଶୁ ମନ୍ଦୀର ଓ ଜାଭିୟର କିଡ୍ସ୍ ସ୍କୁଲର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଛି । ଉଭୟ ସ୍କୁଲର ମିଳିତ ଆନୁକୂଲ୍ୟରେ ଧର୍ମଶାଳା ବ୍ଲକ ରାମଚନ୍ଦ୍ରପୁର ତାରିଣୀଛକ ନିକଟରେ ଥିବା ବିଦ୍ୟାଳୟ ପରିଷରରେ ଏହି ଏସôବ ଅୟୋଜିତ ହୋଇଛି । ଉଭୟ ବି୍୍ୟାଳୟର ପିଲାମାନଙ୍କୁ ନେଇ ଆୟୋଜିତ ହୋଇଥିବା ନୃତ୍ୟ, ସଙ୍ଗୀତ, ଅଭିନୟ, ବକ୍ତୃତା ପ୍ରତିଯୋଗିତା ବହୁ ମନମୁଗ୍ଧକର ପରିବେଷ ସୃଷ୍ଟି କରିଥିଲା । ଏଥିରେ କୃତି ଛାତ୍ର ଛାତ୍ରୀ ।ମନଙ୍କୁ ଅତିଥିମାନେ ପୁରଷ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ସଭାରେ ଜାଭିୟର ସ୍କୁଲର ପ୍ରଧାନ ଶିକ୍ଷକ ମନ୍ମଥ କୁମାର ପଣ୍ଡା ସଭାପତିତ୍ୱ କରିଥିଲେଏବଂ ହରିହର ମହାପାତ୍ର ଏହି ଉସôବର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦୟାଳୟରେ ପିଲାମାନଙ୍କର ଓ ଶିକ୍ଷକ ମାନଙ୍କର ସମ୍ପର୍କ ସମ୍ବନ୍ଧରେ ଅଲୋଚନା କରବା ସହିତ ସ୍ୱଧର୍ମରେ ନିଷ୍ଠ ପ୍ରଦର୍ଶନ କରିବାକୁ ଉପଦେଶ ଦେଇଥିଲେ । ସ୍କୁଲ ଅଧ୍ୟକ୍ଷ ସମ୍ବିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ମିସ ଓ ପରିଚାଳାନା ବୋର୍ଡର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

Related Posts

About The Author

Add Comment