ବିଧାୟକଙ୍କ ହାତ ପାଣ୍ଠି ବଢ଼ିଲା

Spread the love

ଭୁବନେଶ୍ଵର ୧୯/୦୨ (ସନ୍ଧାନ ନିୟୁଜ) : ଚଳିତ ରାଜ୍ୟ ବଜେଟରେ ସରକାର ବିଧାୟକଙ୍କ ହାତ ପାଣ୍ଠି ବୃଦ୍ଧି କରିଛନ୍ତି। ସେମାନଙ୍କ ହାତପାଣ୍ଠି ପରମାଣ ୧ କୋଟିରୁ କରାଯାଇଛି ୩ କୋଟି। ବଜେଟ ଉପସ୍ଥାପନ ବେଳେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାୟକମାନେ ୩ କୋଟିରୁ ୨ କୋଟି ସାଧାରଣ ଉନ୍ନୟନ ପାଇଁ ଖର୍ଚ୍ଚ କରିବେ। ୫୦ ଲକ୍ଷ ଟଙ୍କା ରାସ୍ତା କାମ ଓ ମରାମତି ଏବଂ ବାକି ୫୦ ଲକ୍ଷ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ଖର୍ଚ୍ଚ କରିପାରିବେ। 

Related Posts

About The Author

Add Comment