ରାଜ୍ୟର ୫୦ଜଣ ପୋଲିସ କର୍ମଚାରୀଙ୍କୁ ପୋଲିସ ପଦକ ସମ୍ମାନ :ରାଉଲକେଲା ଏସପି କେ ଶିବା ସୁବ୍ରମଣ୍ୟମ ସମ୍ମାନିତ 

Spread the love
ରାଉଲକେଲା,  ୨୬ /୧/୨୦ (ସନ୍ଧାନ ନିଉଜ) : ରାଜ୍ୟର ୫୦ ପୋଲିସ କର୍ମୀଙ୍କୁ ପୋଲିସ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି । ୨୩ ଜଣ ପୋଲିସ କର୍ମଚାରୀଙ୍କ ସାହସିକତା ପାଇଁ ସାହସିକତା ପୋଲିସ ପଦକରେ ସମ୍ମାନିତ କରାଯାଇଛି।  ଲୋକସେବା ଭବନ ଠାରେ ସମସ୍ତ ଅଧିକାରୀଙ୍କ ଗହଣରେ ସମସ୍ତଙ୍କୁ ସମ୍ମାନିତ କରାଯାଇଛି।
ପୋଲିସ ପଦକରେ ସମ୍ମାନିତ ହୋଇଥିବା ପୋଲିସ
କେ ଶିବା  ସୁବ୍ରମଣ୍ୟମ,ଏସପି, ରାଉଲକେଲା
ପ୍ରକାଶ କୁମାର କର୍ଣ୍ଣ,ଇନସ୍ପେକ୍ଟର, ବରଗଡ
ସୁଶିଲ ଦାସ,କନଷ୍ଟେବଳ ବରଗଡ
ଆକାଶ ମହାପାତ୍ର,କନଷ୍ଟେବଳ,ବରଗଡ
ଚନ୍ଦ୍ରମଣି ଭୋଇ,କନଷ୍ଟେବଳ,ବରଗଡ
ସାମା ଡଙ୍ଗଡ ମାଝି,କନଷ୍ଟେବଳ
ଜଗମୋହନ ମିନ୍ନା,ଏସପି ମାଲକାନଗିରି
ଦିଲିପ ଦାନ୍ତ,କନଷ୍ଟେବଳ ବଲାଙ୍ଗିର,
ଜ୍ୟୋତିରଞ୍ଜନ ପତି,ଇନସ୍ପେକ୍ଟର ବଲାଙ୍ଗିର
ସଚିଦାନନ୍ଦ ବରିହା,ଏସଆଇ,ବଲାଙ୍ଗିର,
ଆଶିଷ କୁମାର ସରକାର,ସୁବେଦାର ଏସଓଜି ଭୁବନେଶ୍ବର
ପ୍ରଶାନ୍ତ କୁମାର ବାରିକ,କନଷ୍ଟେବଳ ବଲାଙ୍ଗିର।
ଭୁବନ ସେଲମା,କନଷ୍ଟେବଳ ବଲାଙ୍ଗିର,
ସତ୍ୟନାରାୟଣ କଠାର,କନଷ୍ଟେବଳ ଏସଓଜି,ଭୁବନେଶ୍ବର
ପ୍ରମୋଦ ବର୍ଲା,ହାବିଲଦାର ଏସଓଜି,ଭୁବନେଶ୍ବର
ମିଥୁନ ପ୍ରଧାନ ,ହାବିଲଦାର ଏସଓଜି,ଭୁବନେଶ୍ବର
ସନ୍ତୋଷ ଜୁଅଙ୍ଗ,ହାବିଲଦାର ମାଲକାନଗିରି
ଶିବଶଙ୍କର ନାୟକ, ଲାନସ ନାୟକ,ମାଲକାନଗିରି
ପବିତ୍ର ମୋହନ ନାୟକ, ଲାନସ ନାୟକ ମାଲକାନଗିରି
ଚୈତନ୍ୟ କିରସାନି, କନଷ୍ଟେବଳ ମାଲକାନଗିରି
ଘେନୁ ହାନ୍ତାଳ, କନଷ୍ଟେବଳ ମାଲକାନଗିରି
ସୁଧାଂଶୁ ଭୁପତି, କନଷ୍ଟେବଳ ମାଲକାନଗିରି
ରୁକଧର ନେଗି, କନଷ୍ଟେବଳ ମାଲକାନଗିରି

ସେବା ନିମନ୍ତେ ୧୧ ଜଣଙ୍କୁ ସମ୍ମାନିତ
ସୁଜିତ କୁମାର ଦଳାଇ, ଏସଏସ ବାଟାଲିୟନ ଭୁବନେଶ୍ବର
ମାନସ ରଞ୍ଜନ ଗଡନାୟକ,ଏସିପି ଭୁବନେଶ୍ବର
ଇତି ଦାସ, ଡିଏସପି ଇଓଡବ୍ଲୁ ,କ୍ରାଇମବ୍ରାଞ୍ଚ
ରଜନିକାନ୍ତ ସାମଲ,ଇନସ୍ପେକ୍ଟର ଜଗତସିଂହପୁର
ଭରତ ଚରଣ ସାହୁ,ଇନସ୍ପେକ୍ଟର ଜିଆରପି ଭୁବନେଶ୍ବର
ସ୍ମିତାରାଣି ମହାନ୍ତି,ଇନସ୍ପେକ୍ଟର ଭିଜିଲାନସ କଟକ
ନିରଂଜନ ତ୍ରିପାଠି,ଏସଆଇ ଏସଆଇଡବ୍ଲୁୁ,ଭୁବନେଶ୍ବର
ସନ୍ତୋଷ କୁମାର ବାହିନିପତି,ଏସଆଇ ଜିଆରପି ଖୋର୍ଦା
ସନାତନ ସାହୁ କନଷ୍ଟେବଳ ଭିଜିଲାନସ କଟକ
ପ୍ରଶାନ୍ତ କୁମାର ସାହୁ,କନଷ୍ଟେବଳ ଭିଜିଲାନସ କଟକ
ଦୁର୍ଗା ପ୍ରସାଦ ହୋତା,କନଷ୍ଟେବଳ ଭିଜିଲାନସ ବହ୍ମପୁର

Related Posts

About The Author

Add Comment