ଲୁଟୁଥିଲେ ଦାମୀ ଜିନିଷ, ବାନ୍ଧିଲା ରାଉରକେଲା ପୋଲିସ

Spread the love
ରାଉରକେଲା ୨୧ /୦୧/୨୦୨୦ (ସନ୍ଧାନ ନିଉଜ) ସେକ୍ଟର 15 ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ପାଖରୁ ଏକ କାର, ଏକ କଳା ପଲସର, 2 ଏଲଇଡି ଟିଭି, କ୍ୟାମେରା, 7ଟି ମୋବାଇଲ ଏବଂ ଏକ ଲୁହା ରଡ୍ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାହୁଲ ରାୟ, ବିରଭଦ୍ର ପଟ୍ଟନାୟକ ଏବଂ ଚନ୍ଦ୍ରକାନ୍ତ ପାଣି ।

Related Posts

About The Author

Add Comment