Homeଆନ୍ତର୍ଜାତୀୟଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବେ ତରଣଜୀତ ସିଂହ ସାନ୍ଧୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବେ ତରଣଜୀତ ସିଂହ ସାନ୍ଧୁ Sandhan News | January 15, 2020 | Spread the love ୱାଶିଂଟନ, ୧୫/୦୧/୨୦ (ସନ୍ଧାନ ନିଉଜ) : ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ତରଣଜୀତ ସିଂହ ସାନ୍ଧୁ ଦାୟିତ୍ୱ ନେବେ । ସେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନ ନେବେ । ହର୍ଷବର୍ଦ୍ଧନ ନିକଟରେ ଆମେରିକାରୁ ନୂଆଦିଲ୍ଲୀ ଫେରି ଆସିଥିବା ବେଳେ ସେ ଚଳିତ ମାସ ଶେଷ ସୁଦ୍ଧା ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । Related Posts ନୀଳଗିରିରେ ଚାଲିଛି ମଦ ବନ୍ୟା January 20, 2021 | 2005lindadavis1989 | ଅଧିକ ପଢନ୍ତୁ ଏହି ଭାଲୁ ତାଡ଼ିନେଇଥିଲା ମୋହନ ଆଖି; ବନ ବିଭାଗ ହାତରେ ଧରା ପଡିଲା November 12, 2019 | Sandhan News | ଅଧିକ ପଢନ୍ତୁ ତଥାପି ଚାଲିଛି ଭାରରେ ରୋଗୀ ବୁହା, ଚେତୁନି ସରକାର July 19, 2019 | Biswajit Parida | ଅଧିକ ପଢନ୍ତୁ ରଙ୍ଗର ହୋଲି ବର୍ଷରେ ପଡ଼େ ଗୋଟିଏ ଦିନ: ହେଲେ ୫୩ ନମ୍ବର ଜାତୀୟ ରାଜପଥରେ ରକ୍ତର ହୋଲି ପ୍ରତିଦିନ March 24, 2021 | Santosh Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଏହି ଭାଲୁ ତାଡ଼ିନେଇଥିଲା ମୋହନ ଆଖି; ବନ ବିଭାଗ ହାତରେ ଧରା ପଡିଲା November 12, 2019 | Sandhan News | ଅଧିକ ପଢନ୍ତୁ
ରଙ୍ଗର ହୋଲି ବର୍ଷରେ ପଡ଼େ ଗୋଟିଏ ଦିନ: ହେଲେ ୫୩ ନମ୍ବର ଜାତୀୟ ରାଜପଥରେ ରକ୍ତର ହୋଲି ପ୍ରତିଦିନ March 24, 2021 | Santosh Rout | ଅଧିକ ପଢନ୍ତୁ