୧୨ କେଜି ଗଞ୍ଜେଇ ଜବତ, ୩ ଗିରଫ

Spread the love
ରାଉରକେଲା, ୨୮/୧୨ (ସନ୍ଧାନ ନିୟୁଜ): ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ୍‌ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁରୋଜ କୁମାର ସାହା, ନରେଶ କୁମାର ରାମ୍‌ ଓ ସୁରଜ ମହାତ। ଦୁଇ ଅଭିଯୁକ୍ତଙ୍କ ଘର ଗୋପବନ୍ଧୁପାଲି ଅଞ୍ଚଳର ହୋଇଥିବା ବେଳେ ଆଉ ଜଣଙ୍କ ଘର ସେକ୍ଟର ଅଞ୍ଚଳରେ। ସେମାନଙ୍କଠାରୁ ୧୨ କେଜି ଗଞ୍ଜେଇ ଜବତ କରାଯାଇଛି।

Related Posts

About The Author

Add Comment