ଭାରତ ଓ ନେପାଳ ମଧ୍ୟରେ ତୈଳ ପାଇପଲାଇନ ଶୁଭାରମ୍ଭ କଲେ ମୋଦି

Spread the love

ନୂଆଦିଲ୍ଲୀ,୧୦/୯ (ସନ୍ଧାନ ନିୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ନେପାଳ ମଧ୍ୟରେ ତେଲ ପାଇପ୍‌ଲାଇନ୍‌ ଉଦ୍‌ଘାଟନ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସହ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୋଦି । ଏଣିକି ଭାରତରୁ ପାଇପ୍‌ ଲାଇନ ଯୋଗେ ତେଲ ଯିବ ନେପାଳ । ଏହି ପ୍ରକଳ୍ପକୁ ଦକ୍ଷିଣ ଏସିଆର ପ୍ରଥମ କ୍ରସ-ବର୍ଡର ପେଟ୍ରୋଲିୟମ ଉତ୍ପାଦନ ପାଇପ୍‌ ଲାଇନ୍‌ ବୋଲି କୁହାଯାଉଛି ।

Related Posts

About The Author

Add Comment