ଧର୍ମାନ୍ତରଣ ମାମଲା: ଭାରତର ଚେତାବନୀ ପରେ ପାକିସ୍ତାନକୁ ଆସିଲା ହୋସ, ପରିବାର ପାଖରେ ପହଁଚିଲା ଶିଖ ଝିଅ
ଧର୍ମାନ୍ତରଣ ମାମଲା: ଭାରତର ଚେତାବନୀ ପରେ ପାକିସ୍ତାନକୁ ଆସିଲା ହୋସ, ପରିବାର ପାଖରେ ପହଁଚିଲା ଶିଖ ଝିଅ
Manas Kumar Rout |
August 31, 2019 |
ନୂଆଦିଲ୍ଲୀ ୩୧/୮ (ସନ୍ଧାନ ନିୟୁଜ) ପାକିସ୍ତାନର ଲାହୌରର ନନକାନା ସାହିବ ନାମକ ସ୍ଥାନରେ ଜୋର ଜବରଦସ୍ତି ଧର୍ମାନ୍ତରଣ ଏବଂ ନିକାହ ପରେ ଗାୟବ ହୋଇଥିବା ଶିଖ ଝିଅ ଘରକୁ ଫେରି ଆସିଛି। ଗତ କାଲି ଭାରତ ପାକିସ୍ତାନ ଉପରେ ଚାପ ପକାଇଥିଲା ପରେ ତୁରନ୍ତ ପରିବାର ନିକଟକୁ ଝିଅକୁ ପଠାଇବା ପାଇଁ କୁହାଯାଇଥିଲା। ଏହି ମାମଲାରେ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୮ଜଣ ଲୋକଙ୍କୁ ଗିରଫ କରିଛି।
Related Posts
About The Author