ମେଷ : ଆଜି ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ଜୀବନରେ ପ୍ରେମ ଏବଂ ଆନନ୍ଦ ବଢ଼ିବ। ସାମାଜରେ ଆପଣଙ୍କୁ ଯଶ-କୀର୍ତ୍ତି ମିଳିବ। ବ୍ୟାପାରରେ ଲାଭ ହେବ। ପର୍ଯ୍ୟଟନର ଆୟୋଜନ ଆପଣ କରିବେ। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି।
ବୃଷ : ଆଜି ଆପଣଙ୍କ ମନ ଶାନ୍ତ ରହିବ ଏବଂ ସ୍ଵାସ୍ଥ୍ୟ ଉତ୍ତମ ରହିବ। ପାରିବାରିକ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ବ୍ୟାବସାୟରେ ଆପଣଙ୍କୁ ଯଶ ମିଳିବ। ଆପଣଙ୍କ କାର୍ଯ୍ୟ ପ୍ରତ୍ୟେକଙ୍କ ତରଫରୁ ପ୍ରଶଂସା ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ।
ମିଥୁନ : ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ସ୍ଵାସ୍ଥ୍ୟରେ କିଛି ପରିବର୍ତ୍ତନନ ଆସିପାରେ। ଧନର ଅଧିକ ବ୍ୟୟ ହୋଇପାରେ। ସନ୍ତାନର ଭବିଷ୍ୟତର ଚିନ୍ତା ରହିବ। ଆପଣଙ୍କ କାର୍ଯ୍ୟରେ ସଫଳତା ଦୃଷ୍ଟିଗୋଚର ହେବାରରୁ ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟାପାରରେ ବାତାବରଣ ଅନୁକୂଳ ରହିବ।
କର୍କଟ : ଆଜିର ଦିନ ମନକୁ ଶାନ୍ତ ଏବଂ ପ୍ରଫୁଲ୍ଲିତ ରଖିବା ପାଇଁ ଈଶ୍ଵରଙ୍କର ନାମ ସ୍ମରଣ ଏକମାତ୍ର ଉପାୟଅଟେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅନୈତିକ କୃତ୍ୟ ଏବଂ ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆର୍ଥିକ ଅସୁବିଧା ହୋଇପାରେ। ଆମୋଦ-ପ୍ରମୋଦ ପଛରେ ଧନ ବ୍ୟୟ ହୋଇପାରେ।
କନ୍ୟା : ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। କାର୍ଯ୍ୟରେ ସଫଳତା ମିଳିବାରରୁ ଆଜି ଆପଣ ଆନନ୍ଦିତ ରହିବେ। ଆପଣଙ୍କ ଯଶ କୀର୍ତ୍ତିରେ ବୃଦ୍ଧି ହେବ। ପରିବାରର ବାତାବରଣ ଅନୁକୂଳ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ଅନୁଭବ କରିବେ। ବ୍ୟାପାର ଏବଂ ଭାଗିଦାରୀରେ ଲାଭ ହେବ।
ତୁଳା : ଲେଖନୀକାର୍ଯ୍ୟ ଏବଂ ସୃଜନାତ୍ମକ ପ୍ରବୃତ୍ତି ପାଇଁ ଆଜିର ଦିନ ଶୁଭଅଟେ। ବୌଦ୍ଧିକ ଚର୍ଚ୍ଚାରେ ଲାଭ ନେବା ପାଇଁ ମଧ୍ୟ ଆଜି ଆପଣ ଭାବି ପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେବାରେ ଆପଣଙ୍କୁ ସଫଳତା ମିଳିବ। ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ।
ବିଚ୍ଛା : ଆଜି ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ଆର୍ଥିକ ମାମଲାର ଆୟୋଜନ ହେବ। ବସ୍ତ୍ରାଭୂଷଣ ଏବଂ ସୌନ୍ଧର୍ଯ୍ୟ ଦ୍ରବ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ। ମାତାଙ୍କଠାରୁ ଲାଭ ହେବ। ମଧ୍ୟାହ୍ନ ପରେ ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ। ନୂଆ କାମର ଆରମ୍ଭ ବୁଝି ବିଚାରି କରନ୍ତୁ।
ଧନୁ : ଆପଣ ଆନନ୍ଦିତ ଅନୁଭବ କରିବେ। ପରିଜନମାନଙ୍କ ସହିତ ପାରିବାରିକ ପ୍ରଶ୍ନର ଚର୍ଚ୍ଚାର ଆୟୋଜନ ହୋଇପାରେ। ଆଜି ଭାଗ୍ୟବୃଦ୍ଧିର ଯୋଗ ଅଛି। ମହିଳାମାନଙ୍କ ପଛରେ ଧନ ବ୍ୟୟ ହୋଇପାରେ। ଜମି, ବାସଗୃହ, ବାହନ ଆଦିର ସଉଦା ସମ୍ଭାଳି କରି କରନ୍ତୁ।
ମକର : ଆଜି ଧାର୍ମିକ ବିଚାର ସହିତ ଧାର୍ମିକ କାର୍ଯ୍ୟ ଉପରେ ମଧ୍ୟ ଖର୍ଚ୍ଚ ହେବ। ଅଧିକ ବାଦ-ବିବାଦରେ ପରିବାରର ବାତାବରଣ ଖରାପ ହୋଇପାରେ। ପରିଜନମାନଙ୍କ ତରଫରୁ ଆପଣଙ୍କୁ ଅସୁବିଧା ହୋଇପାରେ। ମଧ୍ୟାହ୍ନ ପରେ ଆପଣଙ୍କ ମନ ଚିନ୍ତାମୁକ୍ତ ହୋଇପାରେ। ଆଜି ଭାଗ୍ୟବୃଦ୍ଧି ଯୋଗ ଅଛି।
କୁମ୍ଭ : ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଗଭୀର ଚିନ୍ତନଶକ୍ତି ଏବଂ ଆଧ୍ୟାତ୍ମିକତା ଦୁଇଟିରେ ଆପଣଙ୍କ ମନ ବୁଡ଼ି ରହିବ। ନକାରାତ୍ମକ ବିଚାରକୁ ମନରୁ ବାହାର କରନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। କୋର୍ଟ-କଚେରୀର କାର୍ଯ୍ୟ ଆଜି ସମ୍ଭାଳିକରି କରନ୍ତୁ।
ମୀନ : କାହା ସହିତ ଧନ ସମ୍ବନ୍ଧିତ ବ୍ୟବହାର ନ କରିବା ତଥା କୌଣସି ବିବାଦରେ ନ ପଡ଼ିବା ପାଇଁ ଉପଦେଶ। ମନ ଏକାଗ୍ର କରିବାର ପ୍ରୟାସ କରନ୍ତୁ। ଆଜି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟରେ ସୁଧାର ହେବ। ମିତ୍ରମାନଙ୍କର ଉପହାର ଆଦି ମିଳିବ।