ମୃତ୍ୟୁ ଅପେକ୍ଷାରେବ୍ରେନ୍ ଟ୍ୟୁମରରେ ପୀଡ଼ିତ ମନୋଜ, ସାହାଯ୍ୟ ପାଇଁ ଆକୁଳ ନିବେଦନ

Spread the love

ବିଂଝାରପୁର ୨୧/୫ (ସନ୍ଧାନ ନିୟୁଜ), ସାହାଯ୍ୟ ଅପେକ୍ଷାରେ  ବ୍ରେନ୍ ଟ୍ୟୁମରରେ ପୀଡ଼ିତ ମନୋଜ ! ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଁସଡା ଦଧିବାମନପୁର୍ ଗ୍ରାମର  ବ୍ରେନ୍ ଟ୍ୟୁମରରେ ପୀଡ଼ିତ ଦଶମ ଶ୍ରେଣୀର ଛାତ୍ର ମନୋଜ ରଣାଙ୍କୁ ଅପରେସନ ପାଇଁ ଅଲାରପୁର ସରସ୍ଵତୀ ପୂଜା କମିଟି ସଦସ୍ୟଙ୍କ ତରଫରୁ ନଗଦ 50 ହଜାର ଟଙ୍କା ପ୍ରଦାନ, ତେବେ ଯଦି କେହି ବ୍ୟକ୍ତି ମନୋଜଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ଆକାଉଣ୍ଟରେ ଆର୍ଥିକ ସାହାଯ୍ୟ କରିପାରିବେ

(Ac no- 452302010095881, ifsc code- UBIN0545236,

Related Posts

About The Author

Add Comment