Homeଜିଲ୍ଲା ପରିକ୍ରମାପୁରୀରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ବିକ୍ଷୋଭ ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ବିକ୍ଷୋଭ Manas Kumar Rout | June 4, 2018 | Spread the love1 1Share ପୁରୀ:୩/୬((ସନ୍ଧାନ ନିୟୁଜ୍/ବି ପଟ୍ଟନାୟକ): ରତ୍ନ ଭଣ୍ଡା ଚାବି ହଜିବା ଘଟଣାକୁ ନେଇ ବିକ୍ଷୋଭ କରିଛି ବିଜେପି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଅପରାହ୍ନରେ ଏନେଇ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦଶୟନ କରାଯିବା ସହ ତୀବ୍ର ପ୍ରତିବାଦ କରାଯାଇଛି। ବିଜେପି ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଭବାନୀ ଦାସ ମହାପାତ୍ର, ଦିଗ୍ ଦର୍ଶନ ପଟ୍ଟନାୟକ, ବିଭୂତି ଭୂଷଣ ମିଶ୍ର, ଉମାକାନ୍ତ ନାୟକ, ଅକ୍ଷୟ ମହାନ୍ତି, ସାସ୍ୱତ ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ, ସୋମନାଥ ଖୁଣ୍ଟିଆ, ମଧୁସୂଦନ ସିଂହାରୀ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇ ଘଟଣାର ତୀବ୍ର ନିନ୍ଦା କରିବା ସହ ପ୍ରତିବାଦ କରିଥିଲେ। ଆଗାମୀ ଦିନରେ ଏହାର ସମାଧାନ ନହେଲେ ବିଜେପି ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କର୍ମକର୍ତ୍ତା ପ୍ରକାଶ କରିଛନ୍ତି। 1Share Related Posts ଦାରିଙ୍ଗବାଡିରେ ୱାଚ ଟାୱାର୍ ସହ ମିନି ପାର୍କ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନ ଚୟନ June 23, 2021 | Sandhan News | ଅଧିକ ପଢନ୍ତୁ ଧର୍ମଶାଳା ଜଳ ବିଭାଜିକା ଦୁର୍ନୀତି ର ତଦନ୍ତ ହେଉ । July 4, 2024 | Santosh Rout | ଅଧିକ ପଢନ୍ତୁ ଜିଓ ଟ୍ୟାଗ କରିବାକୁ ଯାଇଥିବା ଗ୍ରାମ ରୋଜଗାର ସେବକଙ୍କୁ ମାଡ଼ October 3, 2019 | Sandhan News | ଅଧିକ ପଢନ୍ତୁ ରତ୍ନଗିରିଠାରେ ପ୍ଲାଷ୍ଟିକମୁକ୍ତ ବଣଭୋଜି ପାଇଁ ସଚେତନତା କାର୍ଯ୍ୟକ୍ରମ January 23, 2026 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଦାରିଙ୍ଗବାଡିରେ ୱାଚ ଟାୱାର୍ ସହ ମିନି ପାର୍କ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନ ଚୟନ June 23, 2021 | Sandhan News | ଅଧିକ ପଢନ୍ତୁ
ରତ୍ନଗିରିଠାରେ ପ୍ଲାଷ୍ଟିକମୁକ୍ତ ବଣଭୋଜି ପାଇଁ ସଚେତନତା କାର୍ଯ୍ୟକ୍ରମ January 23, 2026 | Manas Kumar Rout | ଅଧିକ ପଢନ୍ତୁ