ଅଦ୍ୟ ମଇ ୨୨ତାରିଖ

Spread the love

💐 *ମହାବୀର ପଞ୍ଜିକା* 💐
~~~~~~~~~~~~~
* *ଅଦ୍ୟ ମଇ ୨୨ତାରିଖ *୨୦୧୮ମସିହା*
(ମଙ୍ଗଳବାର)*
ଶକାବ୍ଦ -୧୯୪୦
ସମ୍ବତ -୨୦୭୫
ସାଲ-୧୪୨୫
ସମ୍ବତ୍ସର -ବିରୋଧୀକୃତ
ଊତ୍ତରାୟନ -ଗ୍ରୀଷ୍ମ ଋତୁ
ଜ୍ୟେଷ୍ଠ -ଶୁକ୍ଳପକ୍ଷ
ତିଥି -ଅଷ୍ଟମୀ
ନକ୍ଷତ୍ର-ମଘା
ଚନ୍ଦ୍ର -ସିଂହ
ଯୋଗ -ବ୍ୟାଘାତ
କରଣ -ବିଷ୍ଟି
ସୂର୍ଯ୍ୟ – ବୃଷ ୦୮ ଦିନ *******************
ସୁର୍ୟୋଦୟ -ପ୍ରାତଃ ଘ୦୫/୧୨/୧୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୫୧ —————————
କର୍କଟ ଓ ମକର ରାଶି ଘାତଚନ୍ଦ୍ର
ମକର ରାଶି ଘାତ ବାର
ଅଦ୍ୟ ଅଷ୍ଟମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ
************
**କାଳବେଳା*- *ଦିବାଘ୦୧/୨୪ଗତେ ଘ୦୩/୦୧ମଧ୍ୟେ
*ବାରବେଳା* – ଦିବାଘ୦୬/୪୮ଗତେ ଘ୦୮/୨୫ମଧ୍ୟେ

** *ଅମୃତବେଳା* – *
ଦିବା ଘ ୦୮/୨୫ ଗତେ ଘ୧୦/୦୨ମଧ୍ୟେ ଓ ଘ୧୧/୦୦ଗତେ ଘ୧୨/୩୬ମଧ୍ୟେ*
*ମାହେନ୍ଦ୍ର ବେଳା-* ଦିବା ଘ ୧୦/୦୨ଗତେ ଘ୧୧/୩୮ ମଧ୍ୟେ ଓ ଘ୦୩/୧୪ଗତେ ଘ୦୪/୩୬ ମଧ୍ୟେ*

*****************
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ
**********************
– *ଆଜିର ଭଲମନ୍ଦବିଚାର*–
ମେଷ-ଚଞ୍ଚଳମନ
ବୃଷ -ବନ୍ଧୁ ବିଛେଦ
ମିଥୁନ -ଆନନ୍ଦ
କର୍କଟ -କଳହ
ସିଂହ -ରାଜସନ୍ମାନ
କନ୍ୟା -କାର୍ଯ୍ୟ ବାଧା
ତୁଳା -ସୁଯୋଗ
ବିଛା -ଅର୍ଥଲାଭ
ଧନୁ -ଶରୀର ପୀଡ଼।
ମକର -ଆଘାତ
କୁମ୍ଭ -ସନ୍ମାନ ବୃଦ୍ଧି
ମୀନ – କାର୍ଯ୍ୟ ସିଦ୍ଧି
***********
ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭ ତଥା ମଙ୍ଗଳପ୍ରଦ ହେଉ *ଜୟଶ୍ରୀରାମ* *
____________________
*ଡ:ବାୟୁନନ୍ଦନ ମିଶ୍ର*
*ଜୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର
ଅଦୃଶ୍ୟଶକ୍ତିଭବନ
ଇଟାମୁଣ୍ଡଳୀ, ହଳଦିଆ, କଟକ-

Related Posts

About The Author

Add Comment