ଲକ ଡାଉନ ପରେ ଚଳଚଞ୍ଚଳ ହେବ ପୁରୀ ରେଳଷ୍ଟେସନ

Spread the love

ପୁରୀ,୨୫/୦୫ (ସନ୍ଧାନ ନିଉଜ) : ଦେଶରେ କରୋନା ପାଇଁ ଲକଡାଉନ କରାଯାଇଥିବା ଯୋଗୁଁ ରେଳଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ରେଳ ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ରେଳଚଳାଚଳ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଏହି ପରିପେକ୍ଷୀରେ ପୂର୍ବତଟ ରେଳବାୟୀ ପକ୍ଷରୁ ଜୁନ ପଇଲା ଠାରୁ ପୁରୀରୁ ପୁରୁଷୋତମ ଏକ୍ସପ୍ରେସ ଓ ସିଆଲଦା ଏକ୍ସପ୍ରେସ୍ ଚଳାଚଳ କରାଯିବା ପାଇଁ ନିଷ୍ପତି ହେବା ପରେ ପୁରୀ ରେଳଷ୍ଟେସନ ରେ ଥିବା ଟିକେଟ ସଂରକ୍ଷଣ କେନ୍ଦ୍ରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଏଥିପାଇଁ ଲୋକମାନେ ସମ ଦୂରତା ରଖି ଧାଡିରେ ଛିଡା ହୋଇ ଟିକେଟ ନେବା ଦେଖାଯାଇଥିଲା।

Related Posts

About The Author

Add Comment