ରାଜଧାନୀରେ ସେକ୍ସ ର‍୍ୟାକେଟ ଠାବ

Spread the love

ଭୁବନେଶ୍ବର, ୦୧/୧୨ (ସନ୍ଧାନ ନିଉଜ) : ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ ଠାବ କରାଯାଇଛି। ଭୁବନେଶ୍ବରର ଖଣ୍ଡଗିରିରୁ ଏହି ସେକ୍ସ ର‍୍ୟାକେଟ ଠାବ କରାଯାଇଛି। ଖଣ୍ଡଗିରିର ଏମସ୍ ନଗର ଅଞ୍ଚଳର ଏକ ହୋଟେଲରୁ ଆଜି ପୁଲିସ ଏହି ସେକ୍ସ ରାକେଟ ଠାବ କରିଛି । ପୁଲିସ ହୋଟେଲରୁ ୬ ବଙ୍ଗୀୟ ଯୁବତିଙ୍କ ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଉ କାହାର ସମ୍ପୂକ୍ତି ରହିଛି ତାହାର ପର୍ଦାଫାସ କରିବା ପାଇଁ ପୁଲିସ ତଦନ୍ତ ଚଳାଇଛି।

Related Posts

About The Author

Add Comment