୯୯ ହଜାର ୭ ଶହ ହେକ୍ଟର ଜମିରେ ରବି ଫସଲ ପାଇଁ ଲକ୍ଷ୍ୟ ଧାନ ଧାର୍ଯ୍ୟ

Spread the love

 

ବାରିପଦା, 27.11.2020 (ଲିଙ୍ଗରାଜ ପଣ୍ଡା)-ମୟୁରଭଞ୍ଜ ଜିଲାରେ ଚଳିତ ୨୦୨୦-୨୧ ରବି କୃଷି ଫସଲ ଚାଷ ପାଇଁ ଜିଲାସ୍ତରୀୟ କୃଷିନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲାପାଳ ବିନୀତ୍ ଭରଦ୍ଵାଜଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ବିନାର ଗୁଗୁଲ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଛି । । ଏଥିରେ ଜିଲା ମୁଖ୍ୟ କୃଷି ଅଧୁକାରୀଦାମୋଦର ସେଠୀ, ଉଦ୍ୟାନ କୃଷି । ଉପନିର୍ଦ୍ଦେଶକ ଶିଶିର କୁମାର ଆଚାର୍ଯ୍ୟ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ଦାସ, ଡିଆସିଏସ୍ ଦମୟନ୍ତୀ ସିଂ, । ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ଡ. ସଂଘମିତ୍ରା ପଟ୍ଟନାୟକ ପ୍ରମୁଖଙ୍କ ସମେତ ନାବାର୍ଡ ଡିଡିଏମ୍, ଏଲିଏମ୍ ଏବଂ ଜିଲାର ସମସ୍ତ କୃଷି ଅଧୁକାରୀମାନଙ୍କ ସହ ସଂପୃକ୍ତ ଲାଇନ ବିଭାଗ ପଦାଧୁକାରୀ ଯୋଗ ଦେଇଜିଲ୍ଲାର କୃଷି ଭିତ୍ତିକ ଯୋଜନା କାର୍ଯ୍ୟକ୍ରମ E, ଅନ୍ତର୍ଗତ ଚଳିତ ଖରିଫ୍ ଫସଲ ୨୦୨୦ ଏବଂ ରବି ଫସଲ ୨୦୨୦-୨୧ କାର୍ଯ୍ୟଖସଡ଼ା ସଂପର୍କିତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । । ଜିଲା ମୁଖ୍ୟ କୃଷି ଅଧୁକାରୀ ଶ୍ରୀ ସେ ପ୍ରାରମ୍ଭରେ ଜିଲା କୃଷିବିଭାଗ ଯୋଜନା କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଦେବା ପ୍ରଥମେ ୨୦୨୦ ଖରିଫ୍ ଫସଲ ଚାଷ ସଂପର୍କୀତ ବୃଷ୍ଟିପାତ, ବିଭିନ୍ନ ଫସଲ ଚାଷ ଓ ଉତ୍ପାଦନର ସ୍ଥିତି, ବିଭିନ୍ନ ପ୍ରକାର ସାର ବ୍ୟବହାର, ବିଭିନ୍ନ କୃଷିଯନ୍ତ୍ରର ଉପଯୋଗ, କୃଷିରଣ ସହାୟତା, ରାଷ୍ଟ୍ରୀୟ କୃଷିବିକାଶ ଆଦି ଯୋଜନା କାର୍ଯ୍ୟନ୍ତ୍ରୟନ ଉପରେ ସମୀକ୍ଷାମୂଳକ ଆଲୋଚନା କରାଯାଇଥିଲା । ସମୀକ୍ଷାରେ ଚଳିତ । ଖରିଫ ଋତୁରେ ଜିଲାରୁ ମୌସୁମୀ ୧ ବୃଷ୍ଟିପାତର ପରିମାଣ ୧୧୦୫ ୯୦ମିମି ହୋଇଥିବା ବେଳେ ଏହା ଜିଲାର ସ୍ । ଭ । ବି କ । ବୃ ଷ୍ଟି ପୂ । ତ ର ୧୨୨୫.୦୦ମି.ମି. ପ ରି ମ । ଣ ରୁ ୯୭୨% କମ୍‌ ବୃଷ୍ଟିପାତ ହୋଇଛି । ଜିଲ୍ଲାରେ ଚଳିତ ଖରିଫ ଋତୁରେ 6 ମ । ଟ ୪, ୩୭,୦୦୦ ହେକ୍ଟର ଜମିରେ ବିଭିନ୍ନ ଖରିଫଫ, ସ। ଲ * ଲକ୍ଷ ଧ । ଯ ରୁ । ୩, ୭୬,୨୯୪ହେକ୍ଟର ଜମିରେ ଖରିଫ ଫସଲ , ସନ୍ତୋଷ ଜନକ ଫସଲ ହୋଇଥିବା ବେଳେ ଉତ୍ପାଦନ ପରିମାଣ ବେଶ ଆଶାଜନକ ହେବ । ବୋଲି କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।ଏହା ପରେ ଚଳିତ ୨୦୨୧-୨୧ ରବି ଫସଲ କାର୍ଯ୍ୟଖସଡା ଉପରେ ବୈଠକରେ ସବିଶେଷ ଆଲୋଚନା କରାଯାଇ ଜିଲ୍ଲାରେ ଥିବା ବିଭିନ୍ନ ଜଳ ସେଚନ ପ୍ରକଳ୍ପ ଉତ୍ସର ଉପଯୋଗିତାକୁ ଆଧାର କରି ୪୧ ମୋଟ ୯୯ ହଜାର ୭୦୦ ହେକ୍ଟର’, ସେ ଜମିରେ ବିଭିନ୍ନ ରବି କୃଷି ଫସଲ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ! ତନ୍ମଧରୁ ଆଧାନ ୫୮୧୧ ହେକ୍ଟର, ଗହମ-୫୬୪ ରେ ହେକ୍ଟର, ଉନ୍ନତମାନର ମକା-୧୮୩୭  ହେକ୍ଟର, ମୁଗ-୧୧୬୫୦ହେକ୍ଟର, ବିରି- ରା ୩୦୮୪ହେକ୍ଟର, କୁଳଥ-୭୧୮୪ହେକ୍ଟର ଓ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ବି ୧୫,୧୩୨ହେକ୍ଟର, ୫ ଚିନାବାଦାମ-  କୃଷିଭିତ୍ତିକ କାର୍ଯ୍ୟକ୍ରମରେ ଚାଷୀମାନଙ୍କ ଜ୍ଞାନ ଦକ୍ଷତା ବୃଦ୍ଧି ପାଇଁ କ୍ଷେତ୍ର ପ୍ରଦର୍ଶନୀ, ଫସଲ ଚାଷ ଓ କୃଷି ଭିତ୍ତିକ ବିଭିନ୍ନ ଫସଲ ଚାଷ ଦିଗରେ ଦୃଷ୍ଟି ଦେଇ ଜିଲାରେ ଆୟୋଜନ କରାଯାଉଥିବା ସମସ୍ତ ତାଲିମ କର୍ମଶାଳୀ ଓ କାର୍ଯ୍ୟକ୍ରମ ଗୁଡିକର ଫଟୋ ସହ ଭିଡିଓ ଡକ୍ୟୁମେଣ୍ଟେସନ୍ ସହ । ସବିଶେଷ ବିବରଣୀ ପ୍ରସ୍ତୁତ କରି ରଖୁବା ଓ ପାଇଁ ସମସ୍ତ କୃଷି ଓ ସଂପୃକ୍ତ ଲାଇନ 2 ବିଭାଗ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ୭ ଦେଇଛନ୍ତି । ସେହିପରି ଜାତୀୟ ର ଖାଦ୍ୟସୁରକ୍ଷା ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଇଁ ଯୋଜନା ଓ ଫସଲ ବୀମା ଯୋଜନା । କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ର ଧାନ ଦେବା ସହିତ କୃଷି ଓ କୃଷକମାନଙ୍କ ଓ ବିକାଶ ପାଇଁ ଲକ୍ଷ ଧାର୍ଯ୍ୟ ଥିବା ରିହାତିରେ ୨ ଗଭୀର ନଳକୂପ ଖନନ, ବିଭିନ୍ନ କୃଷି R ଯାନ୍ତ୍ରିକ ଉପକରଣ ଏବଂ କୃଷି ଉଦ୍ୟୋଗ 2, ବିକାଶ ପାଇଁ ଉଦିଷ୍ଟ ଥିବା ସୁବିଧା ସୁଯୋଗ ଆଦି ସମସ୍ତ କାର୍ଯ୍ୟକ୍ରମ ତ୍ବରାନିତ ନ କରିବାକୁ ଗୁରୁତ୍ବାରୋପ କରାଯାଇଛି । ଏଥୁ ଓ ସହିତ ବୈଠକରେ ୨୭ତମ କୃଷି -O ‘ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା) ର ଯୋଜନା କର୍ଯ୍ୟକ୍ରମ ଉପରେ ଉପସ୍ଥାପିତ ର କାର୍ଯ୍ୟଖସଡ଼ା ସଂପର୍କରେ ସବିଶେଷ ଇଁ ଆଲୋଚନା କରାଯାଇ ୨୦୨୦-୨୧ ବର୍ଷର ବା ଖରିଫ ଫସଲ ଚାଷ କାର୍ଯ୍ୟକ୍ରମରେ । ଓ ଅକ୍ରୋବର ପର୍ଯ୍ୟନ୍ତ ହୋଇଥିବା ବ୍ୟୟ ର ଏବଂ ରବି ଫସଲ ଚାଷ କାର୍ଯ୍ୟକ୍ରମରେ ବି ର ଚାଷୀମାନଙ୍କ କୃଷି ଭିତ୍ତିକ ଦକ୍ଷତା ବିକାଶ ର ପାଇଁ ପ୍ରସ୍ତାବିତ ଯୋଜନା ଅଟକଳ ମସ୍ତ ଅନୁମୋଦନ ନିମନ୍ତେ ନିଷ୍ପତି ନିଆଯାଇଛି।

Related Posts

About The Author

Add Comment