Homeଅପରାଧ୨୦ ବର୍ଷରେ ବନ୍ୟାରେ କ୍ଷତି ୫ ଶହ ୪୭ ଲକ୍ଷ କୋଟି ଟଙ୍କା ୨୦ ବର୍ଷରେ ବନ୍ୟାରେ କ୍ଷତି ୫ ଶହ ୪୭ ଲକ୍ଷ କୋଟି ଟଙ୍କା Manas Kumar Rout | July 18, 2019 | Spread the love ନୂଆଦିଲ୍ଲୀ,୧୮/୭ (ସନ୍ଧାନ ନିୟୁଜ ) ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ ଦେଶରେ ୨ ଲକ୍ଷ ୭୩ ହଜାର ୬ ଶହ ସ୍କୁଲ ସ୍ଥାପନ କରାଯାଇ ପାରିଥାନ୍ତା ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ବନ୍ୟା ଯୋଗୁ ୨୭ ଲକ୍ଷ ଲୋକ ବେଘର ହୋଇଥିଲେ। ସେଥିମଧ୍ୟରୁ କେରଳର ୧୫ ଲକ୍ଷ ଲୋକ ରହିଛନ୍ତି। ସେମାନଙ୍କୁ ୫ ହଜାର ୬ଶହ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ୧୯୫୩ରୁ ୨୦୧୭ ମଧ୍ୟରେ ଗତ ୬୪ ବର୍ଷ ମଧ୍ୟରେ ହୋଇଥିବା ବନ୍ୟାରେ ଲକ୍ଷେ ୭ ହଜାର ୪ଶହ ୮୭ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରତିବର୍ଷ ବନ୍ୟାରେ ହାରାହାରି ୧୭ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। Related Posts ମେଗା ପାନୀୟଜଳ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ: ସ୍ଥାନ ଚିହ୍ନଟ ନକରି ଫେରିଲା ପ୍ରଶାସନ November 25, 2020 | Manas Kumar Rout | ଅଧିକ ପଢନ୍ତୁ ପଞ୍ଚାୟତ କାର୍ଯ୍ୟାଳୟକୁ ଡାକଘର ସ୍ଥାନାନ୍ତର ହେବାକୁ ନିର୍ଦ୍ଦେଶ December 5, 2025 | Manas Kumar Rout | ଅଧିକ ପଢନ୍ତୁ ରାସ୍ତା ନିର୍ମାଣକୁ କେନ୍ଦ୍ରକରି ମାଡ଼ପିଟ- ପୃଥକ ପୃଥକ ଭାବେ ଥାନାରେ ଅଭିଯୋଗ December 7, 2021 | Santosh Rout | ଅଧିକ ପଢନ୍ତୁ କ’ଣ ଆପଣ ବି ଅଧିକ ସମୟ ଓ ଜୋରରେ ଦାନ୍ତ ବ୍ରସ୍ କରନ୍ତି ! January 30, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ମେଗା ପାନୀୟଜଳ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ: ସ୍ଥାନ ଚିହ୍ନଟ ନକରି ଫେରିଲା ପ୍ରଶାସନ November 25, 2020 | Manas Kumar Rout | ଅଧିକ ପଢନ୍ତୁ
ପଞ୍ଚାୟତ କାର୍ଯ୍ୟାଳୟକୁ ଡାକଘର ସ୍ଥାନାନ୍ତର ହେବାକୁ ନିର୍ଦ୍ଦେଶ December 5, 2025 | Manas Kumar Rout | ଅଧିକ ପଢନ୍ତୁ
ରାସ୍ତା ନିର୍ମାଣକୁ କେନ୍ଦ୍ରକରି ମାଡ଼ପିଟ- ପୃଥକ ପୃଥକ ଭାବେ ଥାନାରେ ଅଭିଯୋଗ December 7, 2021 | Santosh Rout | ଅଧିକ ପଢନ୍ତୁ
କ’ଣ ଆପଣ ବି ଅଧିକ ସମୟ ଓ ଜୋରରେ ଦାନ୍ତ ବ୍ରସ୍ କରନ୍ତି ! January 30, 2021 | 2005lindadavis1989 | ଅଧିକ ପଢନ୍ତୁ