୨ଦେଶୀ ମଦ କାରାଖାନାରେ ଚଢଉ ୨୧ କୁଇଣ୍ଟାଲ ପୋଛା , ମଦ ଓ ବିପୁଳ ସରଞ୍ଜାମ ଜବତ

Spread the love

ବାରିପଦା ୦୯/୦୮/୨୦୨୦ (ସନ୍ଧାନ ନିଉଜ)- ମୟୁରଭଞ୍ଜର ତତ୍କାଳୀନ ମହାରାଜା ବ୍ରିଟିଶ ସରକାର ସହ ଟକ୍କର ଦେଇ ୧୧:୫ବର୍ଷ ପୂର୍ବେ ଜିଲାର ଗମନାଗମନ ସହିତ ଆଥିକ ଅବସ୍ଥାରେ ସୁଧାର ଆଣିବା ନିମନ୍ତେ ନିଜ ଖର୍ଚ୍ଚରେ ବାଙ୍ଗରିପୋଷିରୁ ରୂପସା ପର୍ଯ୍ୟନ୍ତ ରେଳଲାଇନ ସଂଯୋଗ କରାଇ ଏକ ଛୋଟ ଟ୍ରେନ ଚଳାଇଥିଲେ । ସେତେବେଳେ ମୟୂରଭଞ୍ଜରୁ ଉତ୍ପାଦିତ ହେଉଥିବା ବାଉଁଶ, ଶାଳପତ୍ର ଓ ସବାଇଘାସର ବ୍ୟବସାୟ ନିମରେ ରାସ୍ତା ଖୋଲିଯାଇଥିଲା । ଲୋକମାନେ ଦୂରସ୍ଥାନକୁ ଯିବା ନିମନ୍ତେ ଏହି ଟ୍ରେନକୁ ବ୍ୟବହାର କରୁଥିଲେ । ବ୍ୟବସାୟୀମାନେ ବ୍ୟବସାୟ କରିବା ନିମନ୍ତେ ଏହି ଟ୍ରେନଥିଲା ମୁଖ୍ୟ ଆୟୁଧ । ସେ ସମୟରେ ଟ୍ରକ ଚଳାଚଳର ସୁବିଧା ଏତେ ମାତ୍ରାରେ ନଥିବାରୁ ଟ୍ରେନହିଁ ଏକମାତ୍ର ଭରସା । ସେ ସମୟରେ ବାରିପଦାରୁ ଆସିବା ସମୟରେ ରାସ୍ତାରେ ପଡୁଥିବା ଜାମଶାଳା ଷ୍ଟେସନରୁ ସବାଇଘାସ ଓ କାଶୈଳୀକାଠ, ବେତନଟା ଷ୍ଟେସନରୁ ବାଉଁଶ ଓ ସବାଇ ଦଉଡି, ବାଉଁଶ ନିର୍ମିତ ଜାଳି ପାଛିଆ ଇତ୍ୟାଦି ଓ ଯୁଗୁପୁରା ଷ୍ଟେସନରୁ ଶାଳପତ୍ର ନିର୍ମିତ ଖଲି ଓ ଦୋନ ଇତ୍ୟାଦି ରାଜ୍ୟ ବାହାରକୁ ରପ୍ତାନୀ ହେଉଥିଲା । ବ୍ୟବସାଗାମାନେ ସେମାନଙ୍କ ଅଞ୍ଚଳର ପ୍ରସ୍ତୁତକାରୀଙ୍କ ନିକଟରୁ ଉପରୋକ୍ତ ଜିନିଷ କ୍ରୟକରି ଏହି ଟ୍ରେନ ଯୋଗେ ବାହାରକୁ ପଠାଇ ବେଶ ରୋଜଗାର କରିବାରେ ସକ୍ଷମ ହେଇଥିଲେ । ପଦବ୍ଦୀ ଅବସ୍ଥାରେ ଏହି ଟ୍ରେନ ଚଳାଚଳ ବନ୍ଦ ହୋଇ ଅଣଓସାରିଆ। ରେଳପଥକୁ ଅଞ୍ଚଳବାସୀଙ୍କ ଦାବି ମୁତାବକ ଓସାରିଆ । ରେଳପଥରେ ପରିଣତ କରାଇ ୨୦୦୬ । ମସିହା ଜାନୁଆରୀ ୨୯ରୁ ଡିଏମୟୁ ଚଳାଚଳ କରିବା ଆରମ୍ଭ ହେଲା । ମାତ୍ର କେନ୍ଦ୍ର ସରକାର ୩ଟି ଷ୍ଟେସନକୁ ଷ୍ଟେସନ ମାନ୍ୟତା ଦେବାକୁ ଭୁଲିଯାଇ କେବଳ ବହୁ ଦାବିପରେ ବେତନଟାକୁ ଷ୍ଟେସନ ମାନ୍ୟତା ପ୍ରଦାନ କରିଥିବା ବେଳେ ଅନ୍ୟ ୨ଟି ଷ୍ଟେସନକୁ ଭୁଲିଗଲେ । ଫଳରେ ବ୍ୟବସାୟ ମାନେ ନାହିଁନଥୁବା ଦୁଇ ଅସୁବିଧାର ସମ୍ମୁଖୀନ ହେଲେ । ତଥାପି ବି ରେଳବିଭାଗ ଚୁପ ରହିଲା । ବିଶେଷଭାବେ ମୁଁ ଯୁଗୁପୁରା ଏକ ବ୍ୟବସାୟିକ ପେଣ୍ଠସ୍ତଳ । ହୋଇଥିବା ବେଳେ ସେମାନଙ୍କୁ ବି ରେଳବିଭାଗ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏହି ଯୁଗପୁରା ରେଳବଣୀ ଉପରେ ୫୦ରୁ ଭଦ୍ଧ ଗ୍ରାମସୀ ନିର୍ଭର କରୁଥିବା ବେଳେ ରେଳବାଇ ନିରବଦ୍ରଷ୍ଟା ପାଲଟିଛି । ଏହି ଓସାରିଆ ରେଳପଥରେ ୨୦୦୭ରେ ଭୁବନେଶ୍ବର-ବାରିପଦା ସୁପରଫାଷ୍ଟ, ୨୦୧୨ରୁ ଶାଲିମାର ବାରିପଦା ରେଳ ଚଳାଚଳ କରୁଥିଲେମଧ୍ୟ ବ୍ୟବସାୟୀଙ୍କ ବ୍ୟବସାୟ ନିମନ୍ତେ ମାଲଗାହି ଚଳାଚଳ ଉପରେ କେନ୍ଦ୍ର ସରକାର ଦୃଷ୍ଟି ଦେଉନଥଳ ଜଣାଯାଇଛି । ମହାମାରୀ କରୋନା ସଂକ୍ରମଣ ପରେ ଏହି ରେଳପଥର ବିକାଶ ହୋଇପାରେ । ବୋଲି ବ୍ୟବସାୟୀ ତଥା ସାଧାରଣ ଢଳତା। ବିଶ୍ୱାସ ରଖୁଛନ୍ତି । ଅଦ୍ୟାବଧୂ ଯୁଗୁପୁରା ଠାରେ ରେଳବିଭାଗ । ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ନକରିବାରୁ ଇ ଯାତ୍ରୀଙ୍କ ସହିତ ବୃଦ୍ଧ ବୃଦ୍ଧାଙ୍କୁ ବିଶେଷ ” ହଇରାଣ ହେବାକୁ ପଡ଼ୁଛି । କେନ୍ଦ୍ରରେ ଜି ବିଜେପି ସରକାର ଥି ବେଳେ ନ ମୟୁରଭଞ୍ଜରୁ ୬ବିଧାୟକ, ସାଂସଦ କ ରହିଥିବା ବେଳେ ସେମାନେ ଏ ଦିଗରେ ମୁଁ ଶୁଭଦୃଷ୍ଟି ଦେଉନଥିବାରୁ ରେଳର ବିକାଶ ବା ସହିତ ଜିଲ୍ଲାର ବିକାଶ ବାଧାପ୍ରାପ୍ତ ହେଉଛି । ଦୀର୍ଘଦିନରୁ ଦାବି ହୋଇ ରେ ଆସୁଥିଲେ ମଧ୍ୟ ଏହି ଯୁଗୁପୁରା ଅ ରେଳରହଣୀର ଉନ୍ନତି ନହେବା କ୍ରଷ୍ଟା ବୁର୍ଭାଗ୍ୟଜନକ ବୋଲି ବରିଷ୍ଠ ସାମ୍ବାଦିକ ଅରେ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମା, ସଞ୍ଜୟ ମିଶ୍ର, ପଦା ବିମଳେନ୍ଦୁ ମହାପାତ୍ର, ସୀତାନାଥ ମାର ବେହେରା, ସଞ୍ଜିତ କୁମାର ଦାସ, ତପନ ଅଲେ ପତି ପ୍ରମୁଖ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment