୧୯୯୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

Spread the love

ଯାଜପୁର ସଦର, ୧୦/୩/୨୬ (ସନ୍ଧାନ ନ୍ୟୁଜ ) :ଯାଜପୁର ବ୍ଲକ ମହାପୁରୁଷ ମଣିଦାସ ବିଦ୍ୟାପୀଠ ମାର୍କଣ୍ଡପୁର ୧୯୯୫ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଓ ଛାତ୍ରୀ ମାନଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ହେକ୍ଷଇଯାଇଛି କ୍ଷ ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ବିଶ୍ୱାଳ,ଗୟାଧର ପଣ୍ଡା, ରବିନ୍ଦ୍ର କୁମାର ସାହୁ,କାର୍ତ୍ତିକ ଚନ୍ଦ୍ର ପାଣିଗ୍ରାହୀ,ଗୋପବନ୍ଧୁ ନାୟକ, ଗୌରାଙ୍ଗ କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ପୁରାତନ ଛାତ୍ର ଓ ଛାତ୍ରୀ ମାନେ ଯୋଗଦେଇ ପୁରୁଣା ସ୍ମୃତି କୁ ମନେପକାଇ ଥିଲେ କ୍ଷ କାର‌୍ୟ୍ୟକ୍ରମ କୁ ପୁରାତନଛାତ୍ର ଜଗନ୍ନାଥ ବେହେରା,ହରିହର ଯେନା, ପ୍ରଦୀପ ଦୋବାଇ, ନୃସିଂହ ପାତ୍ର,ସୀତାକାନ୍ତ ଯେନା,ସୌଦାମିନୀ ପତି,କିରିଣବାଳା ରାଉତ,ବୁବୁନା ସାମଲ, ସୁଶାନ୍ତ କୁମାର ପଣ୍ଡା,ମିତାରାଣୀ ଜେନା ପ୍ରମୁଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ।

Related Posts

About The Author

Add Comment