ୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ

Spread the love

ନୂଆପଡା, ୩୦/୧୧ (ସନ୍ଧାନ ନିଉଜ) : ନୂଆପଡ଼ା ଜିଲା ଖଡିଆର ରୋଡ ସ୍ଥିତ ୟୁକୋ ବ୍ୟାଙ୍କରେ ଶନିବାର ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ବ୍ୟାଙ୍କ ବନ୍ଦ ଥିବା ବେଳେ ଭିତରପଟୁ ନିଆଁ ଲାଗି ବ୍ୟାଙ୍କର ପ୍ରାୟ ସମସ୍ଥ କାଗଜପତ୍ର ଓ କମ୍ପ୍ୟୁଟର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମବାହିନୀର ପାଖପାଖି ଘଣ୍ଟାଏ ଉଦ୍ୟମ ପରେ ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିଛି। ବିଦ୍ୟୁତ ସର୍ଟ ସର୍କିଟରୁ ବ୍ୟାଙ୍କରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Related Posts

About The Author

Add Comment