ପିପିଲି,୨୬/୦୪/୨୦୨୨ (ସନ୍ଧାନ ନିଉଜ) ବ୍ରାହ୍ମଣତରାବୋଇ ଗଣ୍ଡଗୋଳରେ ଗିରଫ ହୋଇଥିବା ଅଭିଯୁକ୍ତ କିଛି ଦିନ ତଳେ ଡ଼େଲାଙ୍ଗ ଥାନାରୁ ଚମ୍ପଟ ମାରିଥିଲା । ତେବେ ଏହି ଘଟଣା ପରେ କର୍ତ୍ତବ୍ୟରେ ଅବହେଳା କାରଣରୁ ଏଏସଆଇ ଓ କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଏସଆଇ ପଦ୍ମିନୀ ସାହୁ ଓ କନେଷ୍ଟବଳ ରୋଜାଲିଆ ବାକ୍ଲାଙ୍କୁ ସସପେଣ୍ଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
![](https://sandhannews.com/wp-content/uploads/2022/04/repoter-nnn.jpg)
![](https://sandhannews.com/wp-content/uploads/2022/04/bigyapana-4.jpg)