ସ୍ମିତାରାଣୀ ଙ୍କ ମୃତ୍ୟୁ ମାମଲା: ଏସ.ପିଙ୍କ ନାମରେ ଏତଲା ଦେଲା ବିଜେପି

Spread the love

ଧର୍ମଶାଳା ୨୬/୧୦ (ସନ୍ଧାନ ନିଉଜ/ସୁରେଶ ବିଶ୍ୱାଳ) ସ୍ମିତାରାଣୀ ଙ୍କ ମୃତ୍ୟୁମାମଳାର ସଠିକ ତଦନ୍ତ ଓ ତାଙ୍କ ଚରିତ୍ରକୁ ସଂଘାର କରିଥିବା ନେଇ ଆଜି ଭାରତୀୟ ଜନତା ପାଟି ତରଫରୁ ଧର୍ମଶାଳା ର ବିଜେପି ନେତା ରମେଶ ଚନ୍ଦ୍ର ପରିଡା,୧୪ନଂ ଯୋନ ର ମହିଳା ମୋର୍ଚ୍ଚର ସଭାନେତ୍ରୀ ମୋନାଲିଶା ଦାସ,୧୩ନଂ ଯୋନ ର ସଭାପତି ଚନ୍ଦ୍ରକାନ୍ତ ପଣ୍ଡିତ,ସମିତି ସଭ୍ୟ ମନୋଜ କୁମାର ରାଉଳ,ନୃସିଙ୍ଘ ଚରଣ ମିଶ୍ର,ଈଶ୍ୱର ଚନ୍ଦ୍ର ପ୍ରଧାନ,ଅନନ୍ତ ଚରଣ ସାମଲ,କେଶବ ପାଳ,ଧରିତ୍ରୀ ସାମଲ,ଦେବୀପ୍ରସାଦ ଦାସ ଓ ଆଲୋକ ଲେଙ୍କା ସମେତ ବହୁ ବିଜେପି ଶତାଧିକ କର୍ମୀ ଯାଜପୁର ଏସ ପି ଚରଣ ସିଂ ମିନା ଓ ଅତିରିକ୍ତ ଏସପି ଙ୍କ ଭିର୍ଣ ଭିର୍ଣ ବୟାନ କୁକ୍ଷୋଭ ପ୍ରକାଶ କରି ଆଇନ ର ରକ୍ଷକ ହୋଇ ଦୋଷୀର ଦୋଷ କୁ ଘଣ୍ଟ ଘୋଡାଇ ଚାମଚା ଗିରି ନୀତିକୁ ନିନ୍ଦା କରି ତାଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ସ୍ମିତାରାଣୀ ମୃତ୍ୟୁ ର ସିବିଆଇ ତଦନ୍ତ କରାଯାଇ ଏଭଳି ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କରାଯାଉ ବୋଲି ଏକ ବିଶାଳ ରାଲି ନାରାବାଜି ଦେଇ ଧର୍ମଶାଳା ଓ କୁଆଖିଆ ଥାନାରେ ଏତଲା ଦେଇଥିଲେ।

Related Posts

About The Author

Add Comment