ସ୍ତ୍ରୀକୁ ପଥରରେ ବାଡେଇ ମାଇଲା ସ୍ୱାମୀ,ହାଣ୍ଡିଆର କରାମତି
ସ୍ତ୍ରୀକୁ ପଥରରେ ବାଡେଇ ମାଇଲା ସ୍ୱାମୀ,ହାଣ୍ଡିଆର କରାମତି
Manas Kumar Rout |
January 28, 2019 |
ଯାଜପୁର, ୨୮/୧ (ସନ୍ଧାନ ନିୟୁଜ/ଅନିତା ବେହେରା) ଆଦିବାସି ମାନଙ୍କ ଦ୍ୱାରା ପାନୀୟଭାବେ ବ୍ୟବହାର କରାଯାଉଥିବା ହାଣ୍ଡିଆ ପିଇ କେତେକ ଆଦିବାସିଙ୍କ ପରିବାର ଉଜୁଯିବା ଏବେ ନିତିଦିନିଆ ଘଟଣା ହୋଇଥିବା ଦେଖାଯାଇଛି । ଏପରି ଏକ ଘଟଣା ଯାଜପୁର ଜିଲ୍ଲା ବଡଚଣା ଥାନା ତେଲିଗଡ ମୁଣ୍ଡାସାହିରେ ଆଜି ପୂର୍ବାହ୍ନରେ ହେଖିବାକୁ ମିଳିଛି । କୈାଣସି କାରଣରୁ ଲକ୍ଷ୍ମଣ ପୂର୍ତ୍ତି ତାର ସ୍ତ୍ରୀ କଦମ ପୂର୍ତ୍ତିକୁ ଏକ ପଥରରେ ଛେଚି ହତ୍ୟା କରିଥିବା ବଡଚଣା ଥାନା ସୁତ୍ରରୁ ସୁଚନା ମିଳିଛି । ବଡଚଣା ପୁଲିସ ଲକ୍ଷ୍ମଣକୁ ହେପାଜତକୁ ନେଇ ଘଟଣାର ତଦନ୍ତ ଚଳାଇଛି ।
Related Posts
About The Author