ବାରିପଦା,୦୨/୦୧/୨୦୨୧(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ସ୍କୁଟି ଉପରେ ମାଡ଼ିଗଲା ଟ୍ରକ ଘଟଣାସ୍ଥଳରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ। ସମ୍ବଲପୁର ସହର ସରଳାକାନୀ ଛକ ଟାଙ୍ଗରପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ୱାମୀ-ସ୍ତ୍ରୀ ୨ ଜଣ ଅଇଁଠାପାଲି ପଟୁ ଆସୁଥିଲେ। ବସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସରଳାକାନୀ ଛକ ନିକଟରେ ଥିବା ଜାତୀୟ ରାଜପଥର ଉପରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏହିବ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।
ସ୍କୁଟି ଉପରେ ମାଡ଼ିଗଲା ଟ୍ରକ: ନୂଆବର୍ଷରେ ଆଖି ବୁଜିଲେ ସ୍ଵାମୀ-ସ୍ତ୍ରୀ
|
January 2, 2021 |



