ବଡଚଣା,୦୪/୦୪ (ସନ୍ଧାନ ନିୟୁଜ/ବିମଲ ବେହେରା) ବରୀ ଥାନା ଅନ୍ତର୍ଗତ ସୋଲର ପିଟିଆଇ ପଡିଆରୁ ଏକ ଅଜଣା ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁକକଙ୍କ ସମ୍ମୁଖ ଭାଗ ଏବଂ ପଛ ଭାଗ ପୋଡିଯାଇଥିବା ଦେଖିବାକୁ ମିଳିଥିବା ବେଳେ ୩ତାରିଖରେ କେତକ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ବରୀ ଥାନା ପକ୍ଷରୁ ଶବ ଜବତ କରାଯାଇ ବ୍ୟବଚ୍ଛେଦ ନିମେନ୍ତ ପଠାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଅଯାଇଛି ।
ସୋଲର ପଡିଆରୁ ଏକ ଅଜଣା ଯୁବକର ମୃତ ଦେହ ଉଦ୍ଧାର
|
April 4, 2020 |



