ସୁସ୍ଥ ହେଲେ ୩, ୩୬୩ କରୋନା ଆକ୍ରାନ୍ତ

Spread the love

ଭୁବନେଶ୍ୱର, ୧୩/୦୯/୨୦ (ସନ୍ଧାନ ନିଉଜ) : ସୁସ୍ଥ ହେଲେ ୩, ୩୬୩ କରୋନା ଆକ୍ରାନ୍ତ। ତେବେ ୮୦୬ ଜଣ ଖୋର୍ଦ୍ଦା ଜିଲ୍ଲାରୁ, ୩୪୮ ଜଣ କଟକ ଜିଲ୍ଲାରୁ, ୨୮୦ ଜଣ ପୁରୀ ଜିଲ୍ଲାରୁ, ୨୦୬ ଜଣ ମୟୁରଭଞ୍ଜ ଜିଲ୍ଲାରୁ, ୧୭୩ ଜଣ ରାୟଗଡ଼ା ଜିଲ୍ଲାରୁ, ୧୪୪ ଜଣ ଭଦ୍ରକ ଜିଲ୍ଲାରୁ, ୧୨୦ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ, ୧୧୯ ଜଣ ଝାରସୁଗୁଡ଼ା ଜିଲ୍ଲାରୁ, ୧୧୬ ଜଣ ବରଗଡ଼ ଜିଲ୍ଲାରୁ, ୧୧୦ ଜଣ ଗଞ୍ଜାମ ଜିଲ୍ଲାରୁ, ୮୯ ଜଣ କଳାହାଣ୍ଡି ଜିଲ୍ଲାରୁ, ୮୭ ଜଣ ସୋନପୁର ଜିଲ୍ଲାରୁ, ୮୫ ଜଣ କନ୍ଧମାଳ ଜିଲ୍ଲାରୁ, ୭୧ ଜଣ କୋରାପୁଟ ଜିଲ୍ଲାରୁ, ୬୬ ଜଣ ବାଲେଶ୍ୱର ଜିଲ୍ଲାରୁ, ୬୬ ଜଣ ସମ୍ବଲପୁର ଜିଲ୍ଲାରୁ, ୬୫ ଜଣ ବୌଦ୍ଦ ଜିଲ୍ଲାରୁ, ୫୮ ଜଣ ନୟାଗଡ଼ ଜିଲ୍ଲାରୁ, ୫୧ ଜଣ କେନ୍ଦୁଝର ଜିଲ୍ଲାରୁ, ୪୪ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ, ୪୦ ଜଣ ଯାଜପୁର ଜିଲ୍ଲା, ୩୯ ଜଣ ବଲାଙ୍ଗୀର ଜିଲ୍ଲା, ୩୧ ଜଣ ଜଗତସିଂହପୁର ଜିଲ୍ଲାରୁ, ୨୯ ଜଣ ଗଜପତିଜିଲ୍ଲାରୁରୁ, ୨୮ ଜଣ ଅନୁଗୁଳ ଜିଲ୍ଲାରୁ, ୨୫ ଜଣ ଢେଙ୍କାନାଳ ଜିଲ୍ଲାରୁ, ୨୪ ଜଣ ନବରଙ୍ଗପୁର ଜିଲ୍ଲାରୁ, ୨୨ ଜଣ ମାଲକାନଗିରି, ୧୭ ଜଣ ନୂଆପଡ଼ା ଜିଲ୍ଲାରୁ ଏବଂ ୪ ଜଣ ଦେବଗଡ଼ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି। ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧, ୧୮, ୬୪୨ ଜଣ।

Related Posts

About The Author

Add Comment