Homeଜିଲ୍ଲା ପରିକ୍ରମାଅନୁଗୁଳସୁନ୍ଦରୀ ପୁଣି କଲା ମଣିଷ ଶିକାର ସୁନ୍ଦରୀ ପୁଣି କଲା ମଣିଷ ଶିକାର Manas Kumar Rout | October 21, 2018 | Spread the love8 8Shares ଅନୁଗୁଳ, ୨୧/୧୦ (ସନ୍ଧାନ ନିୟୁଜ): କିଛି ଦିନର ନୀରବତା ପୁଣି ମଣିଷ ଶିକାର କରିଛି ବାଘୁଣୀ ସୁନ୍ଦରୀ। ଅନୁଗୋଳ ଜିଲ୍ଲାର ଟାଇଂସି ଗ୍ରାମର ତ୍ରିନାଥ ସାହୁ ନିକଟସ୍ଥ ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କର ଶିକାର କରିଛି ବାଘୁଣୀ ସୁନ୍ଦରୀ। ଏଥିପାଇଁ ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନବିଭାଗର ପୂର୍ବ ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟି ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୁନ୍ଦରୀ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ତା’ଦାଉରୁ ଲୋକକୁ ରକ୍ଷା କରିବା ପାଇଁ ପ୍ରସାଶନ ଆନ୍ତରିକତା ଦେଖାଉନାହିଁ। 8Shares Related Posts ମିଆଦୀ ସରୁନି ରାସ୍ତା ଶୋଚନୀୟ ହାଇଗଲାଣି: ପୁଣି ସରକାର ଠିକାଦାର ପୋଷିବାକୁ ଠାଣି ଦେଲେଣି January 19, 2020 | Manas Kumar Rout | ଅଧିକ ପଢନ୍ତୁ ୫.୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ January 15, 2020 | Sandhan News | ଅଧିକ ପଢନ୍ତୁ ଅଜଣା ଗାଡି ଧକା ରେ ଯୁବକ ମୂର୍ତ। July 3, 2020 | Sandhan News | ଅଧିକ ପଢନ୍ତୁ ୩ବର୍ଷ ହେଲା ମିଳିଲାନି ହରିଶ୍ଚନ୍ଦ୍ର ସହାୟତା ଏବଂ ଅନ୍ୟ ସରକାରୀ ସୁବିଧା -ମୋ ସରକାର ମୋ ପରିବାର କାହା ପାଇଁ ? May 7, 2020 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ମିଆଦୀ ସରୁନି ରାସ୍ତା ଶୋଚନୀୟ ହାଇଗଲାଣି: ପୁଣି ସରକାର ଠିକାଦାର ପୋଷିବାକୁ ଠାଣି ଦେଲେଣି January 19, 2020 | Manas Kumar Rout | ଅଧିକ ପଢନ୍ତୁ
୩ବର୍ଷ ହେଲା ମିଳିଲାନି ହରିଶ୍ଚନ୍ଦ୍ର ସହାୟତା ଏବଂ ଅନ୍ୟ ସରକାରୀ ସୁବିଧା -ମୋ ସରକାର ମୋ ପରିବାର କାହା ପାଇଁ ? May 7, 2020 | Manas Kumar Rout | ଅଧିକ ପଢନ୍ତୁ